Jump to content

ଳୋଙ୍ଗଲେଙ୍ଗ

ଉଇକିପିଡ଼ିଆ‌ରୁ
୧୯:୦୯, ୨୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Longleng") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Longleng
town
Country India
StateNagaland
DistrictLongleng
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣNL
Websitenagaland.gov.in
ଲୋଙ୍ଗଲେଙ୍ଗ ଜିଲ୍ଲା ସହ ମାନଚିତ୍ର 

ଳୋଙ୍ଗଲେଙ୍ଗ (Pron:/ˈlɒŋˌlɛŋ/) ଭାରତୀୟ ରାଜ୍ୟ ନାଗାଲାଣ୍ଡ ର ଏକ ସହର । ଏହାର ଭୌଗୋଳିକ ଅବସ୍ଥିତି 26.4685°N 94.8092°E ଠାରେ । ଏହା  ସମୁଦ୍ରପତ୍ତନ ଠାରୁ 1066 ମିଟର ଉପରେ ରହିଛି । ସେହି ନାମରେ ଏବେ ନୂତନ କରି ହେଇଥିବା ଜିଲ୍ଲା ର ଏହା ମୁଖ୍ୟ ଦପ୍ତର । ଏହା ନିକଟସ୍ଥ ସହର ମୋକୋକଚୁଙ୍ଗ ହେଇଥିବା ବେଳେ ଏଠାରେ ମୁଖ୍ଯତଃ ଫୋମ ଭାଷା ପ୍ରଚଳିତ । ଏଠାକାର ଫୋମ ନାଗା ମାନଙ୍କ ମୁଖ୍ୟ ପର୍ବ ମୋନ୍ୟୁ ପାଳିତ ହେଇଥାଏ । 

ବାହ୍ୟ ସଂଯୋଗ 

http://longleng.gov.in