ରୂରକୀ କାଣ୍ଟନମେଣ୍ଟ
ଦେଖଣା
Roorkee Cantonment | |
---|---|
city | |
Country | India |
State | Uttarakhand |
District | Hardwar |
Elevation | 284 m (932 ft) |
Population (2001) | |
• Total | ୧୭,୭୪୭ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | UK 08 |
Website | cbroorkee |
ରୂରକୀ କାଣ୍ଟନମେଣ୍ଟ, ଭାରତୀୟ ରାଜ୍ୟ ଉଟତରାଖଣ୍ଡ ର ହରିଦ୍ଵାର ଜିଲ୍ଲା ର ଏକ କାଣ୍ଟନମେଣ୍ଟ ଅଞ୍ଚଳ । ଏଠାରେ ବ୍ରିଟିଶ ସମୟ ରେ ମଧ୍ୟ ଭାରତ ର ଏକ ସର୍ବ ପ୍ରାଚୀନ କାଣ୍ଟନମେଣ୍ଟ ସ୍ଥାପିତ 1853 ମସିହା ରେ [୧] ହେଇଥିଲା । ଏଠାରେ ବେଙ୍ଗଲ ଇଞ୍ଜିନିଅର ଗ୍ରୁପ ର ମୁଖ୍ୟାଳୟ ରହିଥିଲା । .[୨][୩]
ଇତିହାସ
1853 ମସିହା ରେ ଏଠାରେ ବେଙ୍ଗଲ ରେଜିମେଣ୍ଟ ର କଣ୍ଟନମେଣ୍ଟ ରହିଆସିଥିଲା । .[୪] ବର୍ତମାନ ସେଠାରେ ଭାରତୀୟ ସେନା ର ବେସ ରହିଛି । ,[୪] 1901 ମସିହା ରେ ଏହି କନ୍ତାଂମେଣ୍ଟ ର ଜନସଂଖ୍ୟା 2951 ରହିଥିଲା । .[୫]
ଜନ ଆବାଦୀ
2001 ଜନଗଣନା [୬]ଅନୁସାରେ ରୂରକୀ କାଣ୍ଟନମେଣ୍ଟ ର ଜନସଂଖ୍ୟା17,747 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 61 %ଥିବା ବେଳେ ମହିଳା ସଂଖ୍ୟା 39% ଥିଲା । ଏଠାରେ ସାକ୍ଷ୍ୟରତା ହାର 87% ରହିଥିଲା ।ଏହା ଜାତୀୟ ହାର ଠାରୁ ଅଧିକ । ରୂରକୀ କାଣ୍ଟନମେଣ୍ଟ ରେ 6 ବର୍ଷ ରୁ କମ ଆବାଡୀ 10% ଥିଲା ।
References
- ↑ Roorkee - History
- ↑ Bengal Sappers’ saga of valour The Tribune, 24 November 2008.
- ↑ Roorkee Cantonment
- ↑ ୪.୦ ୪.୧ Roorkee Town2 The Imperial Gazetteer of India, v. 21, p. 325.
- ↑ Roorkee Town 3 The Imperial Gazetteer of India, v. 21, p. 326.
- ↑
{{cite web}}
: Empty citation (help)