ନଙ୍ଗପୋ
ଦେଖଣା
Nongpoh | |
---|---|
city | |
Country | India |
State | Meghalaya |
District | Ri Bhoi |
Elevation | 485 m (1,591 ft) |
Population (2001) | |
• Total | ୧୩,୧୬୫ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | ML |
ନଙ୍ଗପୋ ,{IPA: nɒŋˈpɒ(ə)}ଭାରତୀୟ ରାଜ୍ୟ ମେଘାଲୟ ର ଋ-ଭୋଇ ଜିଲ୍ଲାର ଏକ ପ୍ରଶାସନିକ କେନ୍ଦ୍ର । ଏହା ଜାତୀୟ ରାଜପଥ 40 ଉପରେ ରହିଛି । ରାଜଧାନୀ ଶିଲଂ ଠାରୁ ଏହାର ଦୂରତା 52 କିଲୋମିଟର ଏବଂ ଆସାମ ର ରାଜଧାନୀ ଗୁୱାହଟି ଠାରୁ 48 କିଲୋମିଟର ଦୁରବର୍ତୀ ।
ଭୌଗୋଳିକ ସ୍ଥିତି
ଏହାର ଭୌଗୋଳିକ ଅବସ୍ଥିତି 25°54′N 91°53′E / 25.9°N 91.88°E ଠାରେ .[୧] ସମୁଦ୍ର ପତ୍ତନ ଠାରୁ ଏହାର ଉଚ୍ଛତା 1591 ଫୁଟ । ବ୍ରହ୍ମପୁତ୍ର ସମତାଳୀୟ ଅଞ୍ଚଳ ରେ ଥିବା ହେତୁ ଏଠାକାର ଜଳବାଯୁ ରେ ଆର୍ଦ୍ରତା ରହିଥାଏ । ଏଠାରେ ପାଇନେପଲ କଦଳୀ , ଲିଚୁ ଜାତୀୟ ଫଳ ବହୁ ପରିମାଣ ରେ ହେଇଥାଏ । ପାନ ପାତ୍ର ଚାଷ ଓ ଗୁଆ ବୃକ୍ଷୀ ମଧ୍ୟ ବହୁ ସଂଖ୍ୟା ରେ ହେଇଥାଏ ।
ଜନ ଆବାଦୀ
2001 ମସିହା ଜନଗଣନା ଅନୁସାରେ ନଙ୍ଗପୋ ର ଜନସଂଖ୍ୟା 13,165 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 51% ହେଇଥିବା ବେଳେ ମହିଳା 49% ଥିଲେ । ଏଥରେ ସାକ୍ଷ୍ୟରତା ହାର 61 % ଓ 6 ବର୍ଷ ରୁ କମ ଆବାଦୀ 21 % ଥିଲା ।