ନଙ୍ଗପୋ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nongpoh
city
Country India
StateMeghalaya
DistrictRi Bhoi
Elevation
485 m (1,591 ft)
Population
 (2001)
 • Total୧୩,୧୬୫
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣML

  ନଙ୍ଗପୋ ,{IPA: nɒŋˈpɒ(ə)}ଭାରତୀୟ ରାଜ୍ୟ ମେଘାଲୟର ଋ-ଭୋଇ ଜିଲ୍ଲାର ଏକ ପ୍ରଶାସନିକ କେନ୍ଦ୍ର । ଏହା ଜାତୀୟ ରାଜପଥ 40 ଉପରେ ରହିଛି । ରାଜଧାନୀ ଶିଲଂଠାରୁ ଏହାର ଦୂରତା 52 କିଲୋମିଟର ଏବଂ ଆସାମର ରାଜଧାନୀ ଗୁୱାହଟିଠାରୁ 48 କିଲୋମିଟର ଦୁରବର୍ତୀ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଏହାର ଭୌଗୋଳିକ ଅବସ୍ଥିତି 25°54′N 91°53′E / 25.9°N 91.88°E / 25.9; 91.88 ଠାରେ .[୧] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଛତା 1591 ଫୁଟ । ବ୍ରହ୍ମପୁତ୍ର ସମତାଳୀୟ ଅଞ୍ଚଳରେ ଥିବା ହେତୁ ଏଠାକାର ଜଳବାଯୁରେ ଆର୍ଦ୍ରତା  ରହିଥାଏ । ଏଠାରେ ପାଇନେପଲ କଦଳୀ , ଲିଚୁ ଜାତୀୟ ଫଳ ବହୁ ପରିମାଣରେ ହେଇଥାଏ । ପାନ ପାତ୍ର ଚାଷ  ଓ ଗୁଆ ବୃକ୍ଷୀ ମଧ୍ୟ ବହୁ ସଂଖ୍ୟାରେ ହେଇଥାଏ । 

ଜନସଂଖ୍ୟା [ସମ୍ପାଦନା]

Jawaharlal Nehru distributing sweets to children at the Salesian oratory at Nongpoh, Meghalaya

2001 ମସିହା[୨] ଜନଗଣନା ଅନୁସାରେ ନଙ୍ଗପୋର ଜନସଂଖ୍ୟା 13,165 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51% ହେଇଥିବା ବେଳେ ମହିଳା 49% ଥିଲେ । ଏଥରେ ସାକ୍ଷ୍ୟରତା ହାର 61 % ଓ 6 ବର୍ଷରୁ କମ ସଂଖ୍ୟା 21 % ଥିଲା । 

ଆଧାର [ସମ୍ପାଦନା]

  1. Falling Rain Genomics, Inc - Nongpoh
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.