ନଙ୍ଗପୋ

ଉଇକିପିଡ଼ିଆ ରୁ
Jump to navigation Jump to search
Nongpoh
city
Nongpoh is located in Meghalaya
Nongpoh
Nongpoh
Nongpoh is located in India
Nongpoh
Nongpoh
Location of Nongpoh in Meghalaya
ଅବସ୍ଥିତି: 25°54′N 91°53′E / 25.9°N 91.88°E / 25.9; 91.88Coordinates: 25°54′N 91°53′E / 25.9°N 91.88°E / 25.9; 91.88
Country India
StateMeghalaya
DistrictRi Bhoi
ଉଚ୍ଚତା485 m (1,591 ft)
ଜନସଂଖ୍ୟା (2001)
 • ମୋଟ୧୩,୧୬୫
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣML

  ନଙ୍ଗପୋ ,{IPA: nɒŋˈpɒ(ə)}ଭାରତୀୟ ରାଜ୍ୟ ମେଘାଲୟର ଋ-ଭୋଇ ଜିଲ୍ଲାର ଏକ ପ୍ରଶାସନିକ କେନ୍ଦ୍ର । ଏହା ଜାତୀୟ ରାଜପଥ 40 ଉପରେ ରହିଛି । ରାଜଧାନୀ ଶିଲଂ ଠାରୁ ଏହାର ଦୂରତା 52 କିଲୋମିଟର ଏବଂ ଆସାମର ରାଜଧାନୀ ଗୁୱାହଟି ଠାରୁ 48 କିଲୋମିଟର ଦୁରବର୍ତୀ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ଏହାର ଭୌଗୋଳିକ ଅବସ୍ଥିତି 25°54′N 91°53′E / 25.9°N 91.88°E / 25.9; 91.88 ଠାରେ .[୧] ସମୁଦ୍ର ପତ୍ତନ ଠାରୁ ଏହାର ଉଚ୍ଛତା 1591 ଫୁଟ । ବ୍ରହ୍ମପୁତ୍ର ସମତାଳୀୟ ଅଞ୍ଚଳରେ ଥିବା ହେତୁ ଏଠାକାର ଜଳବାଯୁରେ ଆର୍ଦ୍ରତା  ରହିଥାଏ । ଏଠାରେ ପାଇନେପଲ କଦଳୀ , ଲିଚୁ ଜାତୀୟ ଫଳ ବହୁ ପରିମାଣରେ ହେଇଥାଏ । ପାନ ପାତ୍ର ଚାଷ  ଓ ଗୁଆ ବୃକ୍ଷୀ ମଧ୍ୟ ବହୁ ସଂଖ୍ୟାରେ ହେଇଥାଏ । 

ଜନ ଆବାଦୀ [ସମ୍ପାଦନା]

Jawaharlal Nehru distributing sweets to children at the Salesian oratory at Nongpoh, Meghalaya

2001 ମସିହା[୨] ଜନଗଣନା ଅନୁସାରେ ନଙ୍ଗପୋର ଜନସଂଖ୍ୟା 13,165 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51% ହେଇଥିବା ବେଳେ ମହିଳା 49% ଥିଲେ । ଏଥରେ ସାକ୍ଷ୍ୟରତା ହାର 61 % ଓ 6 ବର୍ଷରୁ କମ ଆବାଦୀ 21 % ଥିଲା । 

ଆଧାର ସମୂହ [ସମ୍ପାଦନା]

  1. Falling Rain Genomics, Inc - Nongpoh
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.