Jump to content

ଶାହି ଜାମିଆ ମସ୍ଜିଦ

ଉଇକିପିଡ଼ିଆ‌ରୁ
୨୦:୪୧, ୧୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Shahi Jamia Mosque") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଶାହି ଜାମିଆ ମସ୍ଜିଦ
Religion
ଅନୁବନ୍ଧଗୁଡ଼ିକIslam
DistrictKurnool
ProvinceAndhra Pradesh
Location
TerritoryAdoni
Architecture
Architect(s)Malli Sandal
TypeMosque
StyleIslamic
Completed1662; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1662)
Construction cost2,000,000 dinars + 77,000
Specifications
Capacity1,000
Dome(s)2
ଉପାଦାନGranite

ଶାହି ଜାମିଆ ମସ୍ଜିଦ (ଉର୍ଦ୍ଦୁ: شاہی جامہ مسجد, ହିନ୍ଦୀ : शाही जामिया मस्जिद, ତେଲୁଗୁ: షాహీ జామియా మసీదు)  ଏକ ଏଇତିହାସିକ ମସଜିଦ । ଏହା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ଆଡୋନି ଠାରେ ଅବସ୍ଥିତ । ଏହା ପ୍ରାଚୀନ କଳା , ସଂସ୍କୃତି ଓ ସ୍ଥାପତ୍ୟ ର ପରିଚୟ ବହନ କରିଥାଏ । ସବୁ ସ୍ତରର ଓ ଜାତି ର ଲୋକଙ୍କୁ[][] ଏଠାକୁ ପରିଦର୍ଶନ ପାଇଁ ଯିବାକୁ ଅନୁମତି ଦେବା ସହ ଚିତ୍ର ଗ୍ରହଣ ପାଇଁ ମଧ୍ୟ ଅନୁମତି ଥାଏ । ଏହା ବ୍ୟସ୍ତ ସହର ଆଡୋନି ର ମଧ୍ୟ ସ୍ଥଳ ରେ ଅବସ୍ଥିତ । .[]

ନିର୍ମାଣ ଓ ଶୈଳୀ 

ବିଶ୍ଵାସ କରାଯାଏ , ଏହି ମସଜିଦ ତତ୍ କାଳୀନ ବିଜାପୁର ସୁଲତାନ ଙ୍କ ଆଡୋନି ଅଞ୍ଚଳ ର ଗଭରଣର ସିଦଦି ମାସୁଦ ଖାନ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହାକୁ ନିର୍ମାଣ କରିବାକୁ ଇରାନ ଦେଶ ରୁ ମଲ୍ଲି ସଣ୍ଡାଳ ଙ୍କ ନେତୃତ୍ଵ ରେ  ଆସିଥିଲେ । ମସଜିଦ ରେ ଆରବିକ ଓ ପାର୍ସିଆନ ଭାଷା ରେ ଲେଖା ରହିଥିବା ବେଳେ ପବିତ୍ର କୋରାନ ର କିଛି ପଂକ୍ତି ବା ଅୟାତ ମଧ୍ୟ ରହିଛି । 

ସ୍ଵତନ୍ତ୍ରତା 

ଏହା ସୌଦି ଆରବ ର ପ୍ରସିଦ୍ଧ ତୀର୍ଥ ସ୍ଥଳୀ  ମକ୍କା ରେ ଥିବା କାବା ପରି ଅବିକଳ ଶୈଳୀ ରେ ନିର୍ମିତ । 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. http://www.jantareview.com/Adoni/biz_194968/Shahi-Jamia-Masjid
  2. http://www.veethi.com›Places›Adoni,Andhra Pradesh›Adoni Photos
  3. "Shahi Jamia Masjid in Adoni Phone Number Address Photos Website - by SabMilega.com". sabmilega.com. Retrieved 19 October 2016.

ବାହ୍ୟ ସଂଯୋଗ