Jump to content

ଲଖନପୁର

ଉଇକିପିଡ଼ିଆ‌ରୁ
୧୯:୪୭, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Lakhanpur, Odisha") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Lakhanpur
village
Country India
StateOdisha
DistrictJharsuguda
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 23
Websiteodisha.gov.in

ଲଖନପୁର, ଭାରତୀୟ ରାଜ୍ୟ ଓଡିଶା ର ଝାରସୁଗୁଡା ଜିଲ୍ଲା ର ଏକ ତହସିଲ ସହର । 

ଭୌଗୋଳିକ ଅବସ୍ଥିତି 

ଲାଖନପୁର ର ଅବସ୍ଥିତି 21°46′0″N 83°46′0″E / 21.76667°N 83.76667°E / 21.76667; 83.76667.[]

ଅବସ୍ଥିତି 

ଏହା ଜାତୀୟ ରାଜପଥ 200 ଉପରେ ରହିଛି ।

ଜନ ଆବାଦୀ


2011 ଜାତ୍ୟ ଜନଗଣନା ଅନୁସାରେ ଲଖନପୁର.ର ଜନସଂଖ୍ୟା 3,212  ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 1,613 ହେଇଥିବା ବେଳେ ମହିଳା ସଂଖ୍ୟା 1,599 ଥିଲା ଓ 6 ବର୍ଷ ରୁ କମ ଆବାଦୀ ଏଠାରେ 272   ଥିଲା । ଲଖନପୁର ସହର ର ସାକ୍ଷ୍ୟରତା ହାର77.31%  ଥିଲା । ସହର ରେ ପରିବାର ସଂଖ୍ୟା  ଥିଲା 743 । ଏଠାରେ କୃଶକ ସମେତ ଶ୍ରମଜୀବୀ ସଂଖ୍ୟା 1,515 ହେଇଥିବା ବେଳେ ଅନୁସୂଚିତ ଜାତି ସଂଖ୍ୟା 331 ଓ ଅନୁସୂଚିତ ଉପଜାତି ସଂଖ୍ୟା  1,509 ଥିଲା । 

ଦର୍ଶନୀୟ ସ୍ଥାନ 

ଏଠାରେ ପଶ୍ଚିମ ଓଡିଶା ର ଏକ ମୁଖ୍ୟ ଦର୍ଶନୀୟ ସ୍ଥାନ " କୋଇଲିଘୁଘର ଜଳପ୍ରପାତ " ରହିଛି । ଜଳପ୍ରପାତ ରେ ଅହିରାଜ ନାମକ ନଦୀ ଉପରୁ 200 ଫୁଟ ଉତ୍ଚ ରେ ଜଳପତ୍ତନ ହେଇଥାଏ । ଏହି ଅଞ୍ଚଳ ରେ ଘଞ୍ଚ ଅରଣ୍ୟ ରହିବା ସହ ଏହା ଏକ ପିକ୍ନିକ ସ୍ଥଳୀ ହିସାବ ରେ ଖୁବ ଆକର୍ଷଣୀୟ । ଅହିରାଜ ନଦୀ ଏଠାରୁ ପ୍ରବାହିତ ହେଇ ମହାନଦୀ ରେ ପଶ୍ଚିମ ଦିଗ ରେ ମିଳିତ ହେଇଥାଏ । 

ଜଳପ୍ରପାତ ମଧ୍ୟ ରେ " ମହେଶ୍ବରନାଥ " ନାମକ  ଏକ ଶିବ ଲିଙ୍ଗ ରହିଛି ।ଲିଙ୍ଗା ଜଳ ରେ ବୁଡି ରହିଥାଏ । କିନ୍ତୁ ପ୍ରପାତ ନିକଟ ରେ ଔ ଏକ ଶିବ ଲିଙ୍ଗା ସ୍ଥାପନ କରାଯାଇ ଏକ ମନ୍ଦିର ନିର୍ମିତ ହେଇଛି । କୋଇଲି ଘୁଘର ଠାରେ ଶିବରାତ୍ରି ଦିନ ଏକ ବାର୍ଷିକ ମେଳା ର ଆୟୋଜନ ହେଇଥାଏ ।  

Koilighugar has an annual fair on the occasion of Sivaratri.

ଆଧାର ସମୂହ