Jump to content

ସୋନପୁର ରାଜ୍ୟ

ଉଇକିପିଡ଼ିଆ‌ରୁ
୨୧:୪୧, ୧୬ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sonepur State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସୋନପୁର ରାଜ୍ୟ  (ଓଡ଼ିଆ: ସୋନପୁର୍; ହିନ୍ଦୀ : सोनपुर), ଏକ ବ୍ରିଟିଶ ସମୟ ର ରାଜକୀୟ  ରାଜ୍ୟ । ପୂର୍ବରୁ ଏହା କେନ୍ଦ୍ରୀୟ ଭରତ ଏଜେନଶୀ ଅଧୀନ ରେ ଥିଲା। ପରେ 1905 ରେ ତାହାକୁ ପୂର୍ବାଞ୍ଚଳ ସ୍ଟେଟ ଏଜେନ୍ସି କୁ ଦିଆଗଲା । ଏହାର ରାଜଧାନୀ ସୋନପୁର ସହର ରେ ଥିଲା । ବର୍ତମାନ ଏହା ସୁବରଣପୁର ଜିଲ୍ଲା ର ସଦର ମହକୁମା । 

History

1656 ମସିହା ରେ ସୋନପୁର ରାଜ୍ୟ ର ସ୍ଥାପନା ଚୌହାନ ବଂଶ ଦ୍ଵାରା ହେଇଥିଲା ।  ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ ରାଜ୍ୟ ଭାବେ 1826 ମସିହା ରେ ରହିଲା । ସମ୍ବଲପୁର ବିଦ୍ରୋହ ସମୟ ରେ ସୋନପୁର ବ୍ରିଟିଶ ମାନଙ୍କୁ ସହାୟତା କରିଥିବାରୁ ଶାସକ ପରିବାର କୁ ରାଜା ବାହାଦୁର ଭାବେ ସମ୍ମାନିତ କରଯାଇଥିଲା । ସୋନପୁର ରାଜ୍ୟ ଭାରତୀୟ ସଂଘ ସହିତ 1 ଜାନୁଆରୀ 1948 ରେ ମିଶ୍ରଣ ହେଲା । []

ଶାସକ 

ସୋନପୁର ର ଶାସକ ମାନଙ୍କୁ ରାଜା କୁହାଯାଉଥିଲା । କିନ୍ତୁ ଶେଷ ଦୁଇଜଣ ଶାସକ ଙ୍କୁ ମହାରାଜା କୁହାଯାଉଥିଲା । []

ରାଜା ସମୂହ 

  • 1680 - 1700 Purusottam Singh Deo (d. 1700)
  • 1700 - 1725 Raj Singh Deo (d. 1725)
  • 1725 - 1750 Achal Singh Deo (d. 1750)
  • 1750 - 1770 Divya Singh Deo (d. 1770)
  • 1770 - 1771 Jarawar Singh Deo (d. 1771)
  • 1771 - 1786 Sobha Singh Deo (d. 1786)
  • 1786 - 1841 Prithvi Singh Deo (d. 1841)
  • 1802 - 1822 Rani Laxmipriya Devi (f) -Regent
  • 1841 - 9 Sep 1891 Niladhar Singh Deo (b. 1837 - d. 1891)
  • 1841 - 1847 Bapu Dalpat Rai -Regent
  • 1847 - 1855 Rani Gundicha Devi (f) -Regent (d. af.1862)
  • 11 Sep 1891 - 8 Aug 1902 Pratap Rudra Singh (b. 1853 - d. 1902)
  • 8 Aug 1902 - 8 Nov 1908 Bir Mitrodaya Singh Deo (b. 1874 - d. 1937)

ମହାରାଜା 

  • 8 Nov 1908 - 29 Apr 1937 ବୀର ମିତ୍ରୋଦୟ ସିଂହ ଦେଓ 
  • 29 Apr 1937 - 15 Aug 1947 ସୁଧାଂଶୁ ଶେଖର ସିଂହ ଦେଓ 

ପୁନଶ୍ଚ ଦେଖଣା 

  • Eastern States Agency
  • Political integration of India

ଆଧାର ସମୂହ 

ବାହ୍ୟ ସଂଯୋଗ