କାଞ୍ଚନଜଙ୍ଘା ଏକ୍ସପ୍ରେସ
ଦେଖଣା
କାଞ୍ଚନଜଙ୍ଘା ଏକ୍ସପ୍ରେସ, ଭାରତୀୟ ରେଳବାଇ ର ମେଲ/ ଏକ୍ସପ୍ରେସ ଶ୍ରେଣୀୟ ଏକ ଟ୍ରେନ ଯାହା ପଶ୍ଚିମ ବଙ୍ଗ କୁ ଆସାମ ସହ ରେଳପଥ ରେ ସଂଯୁକ୍ତ କରେ । ପ୍ରଥମେ ହାୱଡା ଓ ନୂଆ ଜଳପାଇଗୁଡି ମଧ୍ୟ ରେ ଚଳାଚଳ କରୁଥିବା ଏହି ଏକ୍ସପ୍ରେସ ଟ୍ରେନ ସାଂପ୍ରତିକ ଗୁଆହାଟି ଜଙ୍କସନ ପର୍ଯ୍ୟନ୍ତ ପରିବର୍ଧିତ ହେଇଛି । ବର୍ତମାନ ଏହା କଲିକତା ର ସିଆଲଦା ରୁ ଆସାମ ର ଶିଲଚର ଯାଏ ଚଳାଚଳ କରୁଛି । ସପ୍ତାହ କୁ ୩ ଥର ଚାଲୁଥିବା ଏହି ଟ୍ରେନ ଦ୍ଵାରା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ଉପକୃତ ହେଇ ଥାଆନ୍ତି ।
ନାମକରଣ
ହିମାଲୟ ପର୍ବତ ର ଏଇତିହାସିକ ଶିଖର କଞ୍ଚନଜଙ୍ଘା ନିକଟ ବର୍ତୀ ଇଲାକା କୁ ଯାଉଥିବାରୁ ଏହାକୁ କାଞ୍ଚନଜଙ୍ଘା ଏକ୍ସପ୍ରେସ ଭାବରେ ନାମିତ କରାଯାଇଛି ।
ବିଶିଷ୍ଟ ରହଣିସ୍ଥଳ
- Sealdah
- Dakshineswar
- Barddhaman Junction
- Bolpur
- Rampurhat
- Pakur
- Malda Town
- Kishanganj
- New Jalpaiguri
- Jalpaiguri-Road railway station
- New Cooch Behar railway station
- New Alipurduar railway station
- New Bongaigaon railway station
- Rangiya Junction
- Kamakhya
- Guwahati Junction
- Lumding railway station
- New Haflong Station
- Badarpur railway station
- Silchar railway station
ସମୟ ସାରଣୀ
- ଏହି ଟ୍ରେନ ସିଆଲଦା ରୁ ୬.୩୫ ରେ ଛାଡି ପରଦିନ ସକାଳ ୪.୩୦ ରେ ଗୁଆହାଟି ଠାରେ ପହଞ୍ଚେ ।
- ଗୁଆହାଟି ଜଙ୍କସନ ରୁ ରାତି ୧୦.୩୦ ରେ ଛାଡି ପରଦିନ ସନ୍ଧ୍ୟା ୭.୨୫ ରେ ପହଞ୍ଚେ ।