କାଞ୍ଚନଜଙ୍ଘା ଏକ୍ସପ୍ରେସ
ଦେଖଣା
କାଞ୍ଚନଜଙ୍ଘା ଏକ୍ସପ୍ରେସ, ଭାରତୀୟ ରେଳବାଇର ମେଲ/ ଏକ୍ସପ୍ରେସ ଶ୍ରେଣୀୟ ଏକ ଟ୍ରେନ ଯାହା ପଶ୍ଚିମ ବଙ୍ଗକୁ ଆସାମ ସହ ରେଳପଥରେ ସଂଯୁକ୍ତ କରେ । ପ୍ରଥମେ ହାୱଡା ଓ ନୂଆ ଜଳପାଇଗୁଡି ମଧ୍ୟରେ ଚଳାଚଳ କରୁଥିବା ଏହି ଏକ୍ସପ୍ରେସ ଟ୍ରେନ ସାଂପ୍ରତିକ ଗୁଆହାଟି ଜଙ୍କସନ ପର୍ଯ୍ୟନ୍ତ ପରିବର୍ଧିତ ହୋଇଛି । ବର୍ତ୍ତମାନ ଏହା କଲିକତାର ସିଆଲଦାରୁ ଆସାମର ଶିଲଚର ଯାଏ ଚଳାଚଳ କରୁଛି । ସପ୍ତାହକୁ ୩ ଥର ଚାଲୁଥିବା ଏହି ଟ୍ରେନଦ୍ୱାରା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଉପକୃତ ହୋଇ ଥାଆନ୍ତି ।
ନାମକରଣ
ହିମାଲୟ ପର୍ବତର ଏଇତିହାସିକ ଶିଖର କଞ୍ଚନଜଙ୍ଘା ନିକଟ ବର୍ତୀ ଇଲାକାକୁ ଯାଉଥିବାରୁ ଏହାକୁ କାଞ୍ଚନଜଙ୍ଘା ଏକ୍ସପ୍ରେସ ଭାବରେ ନାମିତ କରାଯାଇଛି ।
ବିଶିଷ୍ଟ ରହଣିସ୍ଥଳ
[ସମ୍ପାଦନା]- Sealdah
- Dakshineswar
- Barddhaman Junction
- Bolpur
- Rampurhat
- Pakur
- Malda Town
- Kishanganj
- New Jalpaiguri
- Jalpaiguri-Road railway station
- New Cooch Behar railway station
- New Alipurduar railway station
- New Bongaigaon railway station
- Rangiya Junction
- Kamakhya
- Guwahati Junction
- Lumding railway station
- New Haflong Station
- Badarpur railway station
- Silchar railway station
ସମୟ ସାରଣୀ
[ସମ୍ପାଦନା]- ଏହି ଟ୍ରେନ ସିଆଲଦାରୁ ୬.୩୫ରେ ଛାଡି ପରଦିନ ସକାଳ ୪.୩୦ରେ ଗୁଆହାଟିଠାରେ ପହଞ୍ଚେ ।
- ଗୁଆହାଟି ଜଙ୍କସନରୁ ରାତି ୧୦.୩୦ରେ ଛାଡି ପରଦିନ ସନ୍ଧ୍ୟା ୭.୨୫ରେ ପହଞ୍ଚେ ।