କିଶାନଗଞ୍ଜ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kishanganj
किशनगंज

کشن گنج
Town
Nickname: 
clean city in north-east bihar
ଦେଶ India
ରାଜ୍ୟBihar
ଜିଲ୍ଲାKishanganj
 • Rank652
Population
 • Total୧,୦୭,୦୭୬
ଭାଷା
 • ସରକାରୀSurjapuri, Bangla, Urdu and Hindi
Time zoneUTC+5:30 (IST)
PIN
Literacy74.71%
Websitehttp://www.kishanganj.bih.nic.in/

କିଶାନଗଞ୍ଜ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର କିଶଙ୍ଗଞ୍ଜ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କିଶାନଗଞ୍ଜ ୨୫.୬୮୪୪ ଉତ୍ତର ଅକ୍ଷାଂଶ ଓ ୮୬.୯୫୦୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କିଶାନଗଞ୍ଜ ସହରର ମୋଟ ଜନସଂଖ୍ୟା ୨୮୨୨୪ ଅଟେ ।[୨] ସେଥି ମଧ୍ୟରୁ ୫୨.୮୩% ଜଣ ପରୁଷ ହୋଇଥିବା ବେଳେ ୪୭.୧୭% ଜଣ ନାରୀ ଅଟନ୍ତି । କିଶାନଗଞ୍ଜର ସାକ୍ଷରତା ହାର ୩୩.୬୦% ଅଟେ । ଏହା ଜାତୀୟ ହାରଠାରୁ ୩୧.୨୪% ପ୍ରତିଶତ କମ ଅଟେ । ସେଥିରୁ ୨୩.୧୩% ପ୍ରତିଶତ ପୁରୁଷ ଓ ୧୦.୪୭% ନାରୀ ଅଟନ୍ତି । ୨୦.୭୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ କିଶାନଗଞ୍ଜର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]