କାଞ୍ଚନଜଙ୍ଘା ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ

କାଞ୍ଚନଜଙ୍ଘା ଏକ୍ସପ୍ରେସ, ଭାରତୀୟ ରେଳବାଇର ମେଲ/ ଏକ୍ସପ୍ରେସ ଶ୍ରେଣୀୟ ଏକ ଟ୍ରେନ ଯାହା ପଶ୍ଚିମ ବଙ୍ଗକୁ ଆସାମ ସହ ରେଳପଥରେ ସଂଯୁକ୍ତ କରେ । ପ୍ରଥମେ ହାୱଡା ଓ ନୂଆ ଜଳପାଇଗୁଡି ମଧ୍ୟରେ ଚଳାଚଳ କରୁଥିବା ଏହି ଏକ୍ସପ୍ରେସ ଟ୍ରେନ ସାଂପ୍ରତିକ ଗୁଆହାଟି ଜଙ୍କସନ ପର୍ଯ୍ୟନ୍ତ ପରିବର୍ଧିତ ହୋଇଛି । ବର୍ତ୍ତମାନ ଏହା କଲିକତାର ସିଆଲଦାରୁ ଆସାମର ଶିଲଚର ଯାଏ ଚଳାଚଳ କରୁଛି । ସପ୍ତାହକୁ ୩ ଥର ଚାଲୁଥିବା ଏହି ଟ୍ରେନଦ୍ୱାରା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଉପକୃତ ହୋଇ ଥାଆନ୍ତି ।

ନାମକରଣ

ହିମାଲୟ ପର୍ବତର ଏଇତିହାସିକ ଶିଖର କଞ୍ଚନଜଙ୍ଘା ନିକଟ ବର୍ତୀ ଇଲାକାକୁ ଯାଉଥିବାରୁ ଏହାକୁ କାଞ୍ଚନଜଙ୍ଘା ଏକ୍ସପ୍ରେସ ଭାବରେ ନାମିତ କରାଯାଇଛି ।  

ବିଶିଷ୍ଟ ରହଣିସ୍ଥଳ [ସମ୍ପାଦନା]

  1. Sealdah
  2. Dakshineswar
  3. Barddhaman Junction
  4. Bolpur
  5. Rampurhat
  6. Pakur
  7. Malda Town
  8. Kishanganj
  9. New Jalpaiguri
  10. Jalpaiguri-Road railway station
  11. New Cooch Behar railway station
  12. New Alipurduar railway station
  13. New Bongaigaon railway station
  14. Rangiya Junction
  15. Kamakhya
  16. Guwahati Junction
  17. Lumding railway station
  18. New Haflong Station
  19. Badarpur railway station
  20. Silchar railway station

ସମୟ ସାରଣୀ [ସମ୍ପାଦନା]

  • ଏହି ଟ୍ରେନ ସିଆଲଦାରୁ ୬.୩୫ରେ ଛାଡି ପରଦିନ ସକାଳ ୪.୩୦ରେ ଗୁଆହାଟିଠାରେ ପହଞ୍ଚେ । 
  • ଗୁଆହାଟି ଜଙ୍କସନରୁ ରାତି ୧୦.୩୦ରେ ଛାଡି ପରଦିନ ସନ୍ଧ୍ୟା ୭.୨୫ରେ ପହଞ୍ଚେ । 

References[ସମ୍ପାଦନା]