Jump to content

କଳିଙ୍ଗ ଯୁଦ୍ଧ

ଉଇକିପିଡ଼ିଆ‌ରୁ
୧୧:୩୬, ୯ ଡିସେମ୍ବର ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) (କଳିଙ୍ଗ ଯୁଦ୍ଧ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
କଳିଙ୍ଗ ଯୁଦ୍ଧ
ତିଥି ଖ୍ରୀ.ପୂ:୨୬୨ - ଖ୍ରୀ.ପୂ:୨୬୧
ସ୍ଥାନ କଳିଙ୍ଗ, ଭାରତ
Result Decisive Maurya victory
Territorial
changes
Kalinga annexed by Maurya Empire
ପକ୍ଷ
ମୌର୍ଯ୍ୟ ସାମ୍ରାଜ୍ୟ କଳିଙ୍ଗ
Commanders and leaders
ଅଶୋକ Unknown(a young king age between 10-12 years governed by group of ministers,after his father death), Commander-Nandi Dev Ghosh, Vim Dev Mahapatra
Strength
Total 400,000 60,000 infantry,[]
1,000 cavalry,[]
700 war elephants[]
କ୍ଷୟକ୍ଷତି
100,000 200,000+ (exaggerated figures by Asoka himself)[][]
(including civilians)

ଚନ୍ଦ୍ରଗୁପ୍ତବିନ୍ଦୁସାରଙ୍କ ରାଜତ୍ଵ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । []

ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘତଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ ।

ଯୁଦ୍ଧର କାରଣ

ଫଳାଫଳ

ଆହୁରି ଦେଖନ୍ତୁ

ଆଧାର

  1. ୧.୦ ୧.୧ ୧.୨ Pliny the Elder (77 AD), Natural History VI, 22.1, quoting Megasthenes (3rd century BC), Indika, Fragm. LVI.
  2. Ashoka the Great (r. 272-231 BC), Edicts of Ashoka, Major Rock Edict 13.
  3. Radhakumud Mookerji (1988). Chandragupta Maurya and His Times. Motilal Banarsidass Publ. ISBN 81-208-0405-8.
  4. http://indiansaga.com/history/magadha_kalinga.html

ବାହାର ତଥ୍ୟ