ବିରଭଦ୍ର
ବିରଭଦ୍ର
वीरभद्र | |
---|---|
Town | |
Country | India |
State | Uttarakhand |
District | Dehradun |
Elevation | 330 m (1,080 ft) |
Population (2001) | |
• Total | ୧୩,୨୭୧ |
Languages | |
Time zone | UTC+5:30 (IST) |
PIN | 249202 |
Telephone code | 0135 |
ଯାନବାହାନ ପଞ୍ଚୀକରଣ | UK |
Website | uk |
ବିରଭଦ୍ର , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଦେହେରାଡୁନ ଜିଲ୍ଲାରେ ଅବସ୍ଥିତ ଥିବା ଏକ ସହର । ଏହା ରିଷିକେଶର ନିକଟ ଅଞ୍ଚଳରେ ରହିଛି । ଏହା ସରକାରଙ୍କ ଔଷଧ ନିର୍ମାଣ କାରଖାନା ପାଇଁ ବିଖ୍ୟାତ । ଏଠାରେ ହନୁମାନ ମଦିର ସହ ନିମ କାରୋଲି ବାବାଙ୍କ ଆଶ୍ରମ , ନୀଳକଣ୍ଠ ମହାଦେବ ମନ୍ଦିର ପର୍ଯ୍ୟଟକ ଆକର୍ଷଣ ହିସାବରେ ରହିଛି ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]ବିରଭଦ୍ରର ଭୌଗୋଳିକ ଅବସ୍ଥିତି 30°04′N 78°17′E / 30.07°N 78.28°E.[୧] ଏହା ସମୁଦ୍ରପତ୍ତାନଠାରୁ 1,083 ଫୁଟ ଉପରେ ରହିଛି ।
ଇତିହାସ
[ସମ୍ପାଦନା]ଭଗବାନ ଶିବଙ୍କ ଅବତାର ଭାବରେ ବିରଭଦ୍ର ନାମକରଣ ହୋଇଛି । ଏହି ସହର ମଧ୍ୟ ସ୍ଥଳରେ ଏକ ଅତି ପ୍ରାଚୀନ ମନ୍ଦିର ବିରଭଦ୍ର ମନ୍ଦିର ନାମରେ ଶିବଙ୍କ ଉପାସନା ପାଇଁ ରହିଛି । ଏଠାରେ ଭାରତ ସରକାରଙ୍କ ଔଷଧ ନିର୍ମାଣ କାରଖାନା (ଆଇଡ଼ିପିଏଲ) ବହୁ କାଳରୁ ରହିଥିଲା । .
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା [୨] ଅନୁସାରେ ବିରଭଦ୍ରର ଜନସଂଖ୍ୟା 13,271 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52%ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 81% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ବିରଭଦ୍ରରେ 6 ବର୍ଷରୁ କମ ଆବାଡୀ 8% ଥିଲା ।
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Virbhadra
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.