ବିରଭଦ୍ର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବିରଭଦ୍ର
वीरभद्र
Town
Country India
StateUttarakhand
DistrictDehradun
Elevation
330 m (1,080 ft)
Population
 (2001)
 • Total୧୩,୨୭୧
Languages
Time zoneUTC+5:30 (IST)
PIN
249202
Telephone code0135
ଯାନବାହାନ ପଞ୍ଚୀକରଣUK
Websiteuk.gov.in

ବିରଭଦ୍ର , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଦେହେରାଡୁନ ଜିଲ୍ଲାରେ ଅବସ୍ଥିତ ଥିବା ଏକ ସହର । ଏହା ରିଷିକେଶର ନିକଟ ଅଞ୍ଚଳରେ ରହିଛି । ଏହା ସରକାରଙ୍କ ଔଷଧ ନିର୍ମାଣ କାରଖାନା ପାଇଁ ବିଖ୍ୟାତ । ଏଠାରେ ହନୁମାନ ମଦିର ସହ ନିମ କାରୋଲି ବାବାଙ୍କ ଆଶ୍ରମ , ନୀଳକଣ୍ଠ ମହାଦେବ ମନ୍ଦିର ପର୍ଯ୍ୟଟକ ଆକର୍ଷଣ ହିସାବରେ ରହିଛି । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ବିରଭଦ୍ରର ଭୌଗୋଳିକ ଅବସ୍ଥିତି 30°04′N 78°17′E / 30.07°N 78.28°E / 30.07; 78.28.[୧] ଏହା ସମୁଦ୍ରପତ୍ତାନଠାରୁ 1,083 ଫୁଟ ଉପରେ ରହିଛି । 

ଇତିହାସ [ସମ୍ପାଦନା]

ଭଗବାନ ଶିବଙ୍କ ଅବତାର ଭାବରେ ବିରଭଦ୍ର ନାମକରଣ ହୋଇଛି । ଏହି ସହର ମଧ୍ୟ ସ୍ଥଳରେ ଏକ ଅତି ପ୍ରାଚୀନ ମନ୍ଦିର ବିରଭଦ୍ର ମନ୍ଦିର ନାମରେ ଶିବଙ୍କ ଉପାସନା ପାଇଁ ରହିଛି । ଏଠାରେ ଭାରତ ସରକାରଙ୍କ ଔଷଧ ନିର୍ମାଣ କାରଖାନା (ଆଇଡ଼ିପିଏଲ) ବହୁ କାଳରୁ ରହିଥିଲା । .

ଜନସଂଖ୍ୟା[ସମ୍ପାଦନା]

2001 ଜନଗଣନା [୨] ଅନୁସାରେ ବିରଭଦ୍ରର ଜନସଂଖ୍ୟା 13,271 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52%ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 81% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ବିରଭଦ୍ରରେ 6 ବର୍ଷରୁ କମ ଆବାଡୀ 8% ଥିଲା ।

ଆଧାର [ସମ୍ପାଦନା]

  1. Falling Rain Genomics, Inc - Virbhadra
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.