ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search

ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ କଳା ମହାବିଦ୍ୟାଳୟ । ଓଡ଼ିଶା ସରକାର ସହଯୋଗରେ ୧୯୮୩-୮୪ ମସିହାରେ ଏହା ଗଠନ କରାଯାଇ ଥିଲା ।[୧] ଏହା ଏଆଇସିଟିଇଦ୍ୱାରା ମାନ୍ୟତା ପ୍ରାପ୍ତ ।[୨]

ଶିକ୍ଷା ବିଷୟ[ସମ୍ପାଦନା]

ଏହି ଶିକ୍ଷାନୁଷ୍ଠାନ ୪ ବର୍ଷିଆ ବିଭିଏ ବିଷୟ ପ୍ରଦାନ କରିଥାଏ ।

ଆଧାର[ସମ୍ପାଦନା]