ବିନୋଳି

ଉଇକିପିଡ଼ିଆ ରୁ
Jump to navigation Jump to search
ବିନୋଳି
ଗ୍ରାମ
ବିନୋଳି is located in Uttarakhand
ବିନୋଳି
ବିନୋଳି
ବିନୋଳି is located in India
ବିନୋଳି
ବିନୋଳି
Location in Uttarakhand, India
ଅବସ୍ଥିତି: 29°46′45″N 79°15′30″E / 29.77917°N 79.25833°E / 29.77917; 79.25833Coordinates: 29°46′45″N 79°15′30″E / 29.77917°N 79.25833°E / 29.77917; 79.25833
Country India
StateUttarakhand
DistrictAlmora
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣUK
Coastline୦ କିଲୋମିଟର (୦ mi)
ୱେବସାଇଟuk.gov.in

ବିନୋଳି ,

  ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାର ଏକ ଛୋଟ ସହର । ଏଠାରେ ମୁଖ୍ଯତଃ ବୋହରା ରାଜପୁତ ହିନ୍ଦୁ ମାନେ ରହନ୍ତି । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ବିନୋଳିର ଭୌଗୋଳିକ ଅବସ୍ଥିତି  29°46′45″N 79°15′30″Eଠାରେ । 


ଜନ ଆବାଦୀ [ସମ୍ପାଦନା]

ବିନୋଳିର ଜଣ ସଂଖ୍ୟା 2011 ଜନଗଣନା [୧]ଅନୁସାରେ 441 ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 175 ଥିବା ବେଳେ ମହିଳା ସଂଖ୍ୟା 266 ଥିଲା । 6 ବର୍ଷରୁ କମ ଆବାଦୀ ଏଠାରେ 42 ବା 9.52 % ଥିଲା । ଏଠାରେ ସାକ୍ଷ୍ୟରତା ହାର ଉତ୍ତରାଖଣ୍ଡ ରାଜ୍ୟର ସାକ୍ଷ୍ୟରତା ହାର ଠାରୁ ସାମାନ୍ଯ କମ ବା 76.19% ରହିଥିଲା । କିନ୍ତୁ ଏଠାରେ ପୁରୁଷ ସାକ୍ଷ୍ୟରତା ହାର 96.15  ରହିଥିଲା । 

ପର୍ଯ୍ୟଟନ  ଏଠାରେ ପ୍ରାଚୀନ ହିନ୍ଦୁ ମନ୍ଦିର ରହିଛି । ଏହା ହିମାଳୟ ନିକଟରେ ଏକ ପର୍ବତର ଶିକ୍ଷାରରେ ରହିଥିବାରୁ ଏଠାରେ ଜଳବାଯୁ ଅତ୍ୟନ୍ତ ମନୋରମା ରହିଥାଏ ଓ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । 


ବାହ୍ୟ ସଂଯୋଗ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

http://villages.euttaranchal.com/Almora/BhikiaSain/Quairala/Binoli/09010450

https://web.archive.org/web/20090107005137/http://www.almoraonline.com/hindex.htm

https://web.archive.org/web/20090410070305/http://almora.nic.in/btemples.htm

https://web.archive.org/web/20090410070134/http://almora.nic.in/bvisitor.htm

  1. http://www.census2011.co.in/data/village/51847-binoli-uttarakhand.html,