ବିନୋଳି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବିନୋଳି
ଗ୍ରାମ
Country India
StateUttarakhand
DistrictAlmora
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK
Coastline0 kilometres (0 mi)
Websiteuk.gov.in

ବିନୋଳି ,

  ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାର ଏକ ଛୋଟ ସହର । ଏଠାରେ ମୁଖ୍ଯତଃ ବୋହରା ରାଜପୁତ ହିନ୍ଦୁମାନେ ରହନ୍ତି । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ବିନୋଳିର ଭୌଗୋଳିକ ଅବସ୍ଥିତି  29°46′45″N 79°15′30″Eଠାରେ । 


ଜନସଂଖ୍ୟା [ସମ୍ପାଦନା]

ବିନୋଳିର ଜଣ ସଂଖ୍ୟା 2011 ଜନଗଣନା [୧]ଅନୁସାରେ 441 ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 175 ଥିବା ବେଳେ ମହିଳା ସଂଖ୍ୟା 266 ଥିଲା । 6 ବର୍ଷରୁ କମ ସଂଖ୍ୟା ଏଠାରେ 42 ବା 9.52 % ଥିଲା । ଏଠାରେ ସାକ୍ଷ୍ୟରତା ହାର ଉତ୍ତରାଖଣ୍ଡ ରାଜ୍ୟର ସାକ୍ଷ୍ୟରତା ହାରଠାରୁ ସାମାନ୍ଯ କମ ବା 76.19% ରହିଥିଲା । କିନ୍ତୁ ଏଠାରେ ପୁରୁଷ ସାକ୍ଷ୍ୟରତା ହାର 96.15  ରହିଥିଲା । 

ପର୍ଯ୍ୟଟନ  ଏଠାରେ ପ୍ରାଚୀନ ହିନ୍ଦୁ ମନ୍ଦିର ରହିଛି । ଏହା ହିମାଳୟ ନିକଟରେ ଏକ ପର୍ବତର ଶିକ୍ଷାରରେ ରହିଥିବାରୁ ଏଠାରେ ଜଳବାଯୁ ଅତ୍ୟନ୍ତ ମନୋରମା ରହିଥାଏ ଓ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । 


ବାହାର ଲିଙ୍କ [ସମ୍ପାଦନା]

ଆଧାର [ସମ୍ପାଦନା]

http://villages.euttaranchal.com/Almora/BhikiaSain/Quairala/Binoli/09010450

https://web.archive.org/web/20090107005137/http://www.almoraonline.com/hindex.htm

https://web.archive.org/web/20090410070305/http://almora.nic.in/btemples.htm

https://web.archive.org/web/20090410070134/http://almora.nic.in/bvisitor.htm

  1. http://www.census2011.co.in/data/village/51847-binoli-uttarakhand.html,