ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଓଡ଼ିଶା

ଉଇକିପିଡ଼ିଆ ରୁ
Jump to navigation Jump to search

{{Infobox university|name=ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଟୁଟ ଅଫ ଓଡ଼ିଶା , କଟକk|established=୧୯୯୮ |type=Film school|city=[[କଟକ]|state=ଓଡ଼ିଶା |country=ଭାରତ |campus=ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଂଜିନିଯରିଂ , କଟକ |affiliations=State Council for Technical Education & Vocational Training|website=http://www.bpftio.org.in}}ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଟୁଟ ଅଫ ଓଡ଼ିଶା , କଟକ (BPFTIO),ଏକ ସ୍ୱଯାଂଶାସିତ ଅନୁଷ୍ଠାନ। ଏହା ଓଡ଼ିଶା ସରକାରଙ୍କଦ୍ୱାରା ବିଶ୍ୱ ବେଙ୍କ ସହାୟତାରେ ଫିଲ୍ମ ନିର୍ମାଣ ଓ ଟେଲିଭିଜନ କରଜ୍ୟକରମ ପ୍ରସ୍ତୁତି ପାଇଁ  କ୍ରମବର୍ଦ୍ଧିସ୍ତୁ ଭାବରେ ଦରକାର ହଉଥିବା ବଇସେୟିକ  ଜ୍ଞାନପ୍ରାପ୍ତ ଜନସମ୍ବଳ ସୃଷ୍ଟି ପାଇଁ ପ୍ରତିଷ୍ଠା କରାଯାଇଛି । ମହାନଦୀ କୁଳରେ ଓଡ଼ିଶା ରାଜ୍ୟର ସର୍ବପୁରାତନ ଭୁବନାନନ୍ଦ ଇଂଜିନିଯରିଂ ସ୍କୁଲ , କଟକର ବିଶାଳ ପରିସର ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନରେ ଏହା ରହିଛି ।ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପରିଚାଳିତ ଏହି ପ୍ରତିଷ୍ଠାନରେ ନିଯୁକ୍ତି ଓ ବାଇସେୟିକ ଶିକ୍ଷା ଓ ତାଲିମ , ବିଭାଗରେ 3ଟି ସ୍ୱତନ୍ତ୍ର ବିଭାଗ , ଯଥା ସିନେମାଟୋଗ୍ରାଫି , ଶବ୍ଦ ଓ ଟିଭି ଇଂଜିନିଯରିଂ , ତଥା ଫିଲ୍ମ ଓ ଭିଡିଓ ଏଡିଟିଂ ଶିକ୍ଷା ପ୍ରଦାନ କରାଯାଇଥାଏ । [୧]

ଇତିହାସ [ସମ୍ପାଦନା]

୧୯୯୮ ମସିହାରେ ଏହି ପ୍ରତିଷ୍ଠାନର ସ୍ଥାପନ ହେଇଥିଲା । ଏଥିପାଇଁ ମୂଳ ବିନିଯୋଗ ପାଇଁ ବିଶ୍ୱ ବେଙ୍କରୁ ଆର୍ଥିକ ସହାୟତା ନିଆ ଯାଇଥିଲା । ଏଠାରେ   ଫିଲ୍ମ ଶୁଟିଙ୍ଗ ପାଇଁ ଦରକାର ହଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ଏବଂ ଏଠାରେ ସିନେମାଟୋଗ୍ରାଫି , ଶବ୍ଦ ଗ୍ରହଣ ଓ ଚିତ୍ର ସମ୍ପାଦନ ଶିକ୍ଷା ପ୍ରଦାନ ପାଇଁ ପ୍ରବୀଣ ଶିକ୍ଷକ ମାନେ ରହିଛନ୍ତି । ଏହି ପ୍ରତିଷ୍ଠାନରୁ ଅଦ୍ୟାବଧି ୧୪ଟି ବେଚର ଛତ୍ର ପ୍ରଶିକ୍ଷୟନ ନେଇ ବିଭିନ୍ନ ମେଡ଼ିଆ ଚାନେଲ , ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । 

ପାଠ୍ୟକ୍ରମ [ସମ୍ପାଦନା]

ଏହି ପ୍ରତିଷ୍ଠାନରେ ସିନେମାଟୋଗ୍ରାଫି , ଶବ୍ଦ ଓ ଟେଲିଭିଜନ ଇଂଜିନିଯରିଂ ଓ ଫିଲ୍ମ ଓ ଭିଡିଓ ଏଡିଟିଂ , ଏହି ୩ଟି ବିଷୟରେ ୩ ବର୍ଷୀୟ ଡିପ୍ଲୋମା ପାଠ୍ୟକ୍ରମ ରହିଛି । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Film and Television Institute of India
  • Bhartendu Natya Academy
  • Cinema of India
  • Film and Television Institute of India alumni
  • Film school
  • State Institute of Film and Television
  • Satyajit Ray Film and Television Institute
  • Government Film and Television Institute
  • M.G.R. Government Film and Television Training Institute
  • Jyoti Chitraban Film and Television Institute

ଆଧାର [ସମ୍ପାଦନା]

  1. "BPFTIO". www.bpftio.org. Retrieved 22 August 2014.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]