ବିକ୍ଟେଗ୍ରାଭିର/ଏମଟ୍ରିସାଇଟାବାଇନ/ଟେନୋଫୋଭିର ଆଲାଫେନାମାଇଡ
Combination of | |
---|---|
Bictegravir | Integrase inhibitor |
Emtricitabine | Nucleoside reverse transcriptase inhibitor |
Tenofovir alafenamide | Nucleotide reverse transcriptase inhibitor |
Clinical data | |
Trade names | Biktarvy |
AHFS/Drugs.com | monograph |
MedlinePlus | a618012 |
data | |
Pregnancy category | |
Routes of administration | By mouth |
Legal status | |
Legal status |
ବିକ୍ଟେଗ୍ରାଭିର/ଏମଟ୍ରିସାଇଟାବାଇନ/ଟେନୋଫୋଭିର ଆଲାଫେନାମାଇଡ, ବେପାର ନାମ ବିକ୍ଟେର୍ଭି, ଏକ ଔଷଧ ମିଶ୍ରଣ ଯାହା ଏଚ୍.ଆଇ.ଭି./ଏଡସ ରୋଗର ଚିକିତ୍ସାରେ ଦିଆଯାଏ । [୪] ଦିନକୁ ଗୋଟିଏ ବଟିକା ପାଟିରେ ଦିଆଯାଏ । [୫] ୧୪ କିଲୋଗ୍ରାମରୁ ଅଧିକ ଓଜନ ଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନଃନିର୍ମାଣ ସିଣ୍ଡ୍ରୋମ, ବୃକ୍କ ସମସ୍ୟା, ଯକୃତ ସମସ୍ୟା ଏବଂ ଲାକ୍ଟିକ୍ ଏସିଡୋସିସ୍ ହୋଇପାରେ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୬] ଏହା ବିକ୍ଟେଗ୍ରାଭିର, ଯାହା ଏକ ଇଣ୍ଟିଗ୍ରେଜ୍ ଇନହିବିଟର, ଏବଂ ଏମଟ୍ରିସାଇଟାବାଇନ୍ ଓ ଟେନୋଫୋଭିର ଆଲାଫେନାମାଇଡ୍, ଉଭୟ ନ୍ୟୁକ୍ଲିଓସାଇଡ୍ ରିଭର୍ସ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NRTIs) । [୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏହି ମିଶ୍ରଣକୁ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇଥିଲା । [୪] [୭] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ୨୦୨୧ରେ ୮୮୦ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୫୦୦ ଡଲାର ଥିଲା । [୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Bictegravir / emtricitabine / tenofovir alafenamide (Biktarvy) Use During Pregnancy". Drugs.com. 16 September 2019. Archived from the original on 24 November 2020. Retrieved 7 March 2020.
- ↑ "Biktarvy 50 mg/200 mg/25 mg film-coated tablets - Summary of Product Characteristics (SmPC)". (emc). 25 August 2020. Archived from the original on 4 November 2021. Retrieved 26 August 2020.
- ↑ ୩.୦ ୩.୧ ୩.୨ ୩.୩ "Biktarvy- bictegravir sodium, emtricitabine, and tenofovir alafenamide fumarate tablet". DailyMed. 8 August 2019. Archived from the original on 1 August 2020. Retrieved 7 March 2020.
- ↑ ୪.୦ ୪.୧ ୪.୨ "Biktarvy- bictegravir sodium, emtricitabine, and tenofovir alafenamide fumarate tablet". DailyMed. 8 August 2019. Archived from the original on 1 August 2020. Retrieved 7 March 2020.
- ↑ ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 687. ISBN 978-0857114105.
- ↑ "Bictegravir / emtricitabine / tenofovir alafenamide (Biktarvy) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 10 January 2022.
- ↑ "Biktarvy EPAR". European Medicines Agency (EMA). 21 January 2020. Archived from the original on 11 August 2020. Retrieved 7 March 2020.
- ↑ "Biktarvy Prices, Coupons & Savings Tips - GoodRx". GoodRx. Retrieved 10 January 2022.