ବିକ୍ଟେଗ୍ରାଭିର/ଏମଟ୍ରିସାଇଟାବାଇନ/ଟେନୋଫୋଭିର ଆଲାଫେନାମାଇଡ

ଉଇକିପିଡ଼ିଆ‌ରୁ
ବିକ୍ଟେଗ୍ରାଭିର/ଏମଟ୍ରିସାଇଟାବାଇନ/ଟେନୋଫୋଭିର ଆଲାଫେନାମାଇଡ
Combination of
BictegravirIntegrase inhibitor
EmtricitabineNucleoside reverse transcriptase inhibitor
Tenofovir alafenamideNucleotide reverse transcriptase inhibitor
Clinical data
Trade namesBiktarvy
AHFS/Drugs.commonograph
MedlinePlusa618012
data
Pregnancy
category
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only) [୨]
  • US: ℞-only [୩]
  • EU: Rx-only
  • ℞ (Prescription only)

ବିକ୍ଟେଗ୍ରାଭିର/ଏମଟ୍ରିସାଇଟାବାଇନ/ଟେନୋଫୋଭିର ଆଲାଫେନାମାଇଡ, ବେପାର ନାମ ବିକ୍ଟେର୍ଭି, ଏକ ଔଷଧ ମିଶ୍ରଣ ଯାହା ଏଚ୍.ଆଇ.ଭି./ଏଡସ ରୋଗର ଚିକିତ୍ସାରେ ଦିଆଯାଏ । [୪] ଦିନକୁ ଗୋଟିଏ ବଟିକା ପାଟିରେ ଦିଆଯାଏ । [୫] ୧୪ କିଲୋଗ୍ରାମରୁ ଅଧିକ ଓଜନ ଥିବା ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ । [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନଃନିର୍ମାଣ ସିଣ୍ଡ୍ରୋମ, ବୃକ୍‌କ ସମସ୍ୟା, ଯକୃତ ସମସ୍ୟା ଏବଂ ଲାକ୍ଟିକ୍ ଏସିଡୋସିସ୍ ହୋଇପାରେ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୬] ଏହା ବିକ୍ଟେଗ୍ରାଭିର, ଯାହା ଏକ ଇଣ୍ଟିଗ୍ରେଜ୍ ଇନହିବିଟର, ଏବଂ ଏମଟ୍ରିସାଇଟାବାଇନ୍ ଓ ଟେନୋଫୋଭିର ଆଲାଫେନାମାଇଡ୍, ଉଭୟ ନ୍ୟୁକ୍ଲିଓସାଇଡ୍ ରିଭର୍ସ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NRTIs) । [୩]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଏହି ମିଶ୍ରଣକୁ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇଥିଲା । [୪] [୭] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ୨୦୨୧ରେ ୮୮୦ ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୫୦୦ ଡଲାର ଥିଲା । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Bictegravir / emtricitabine / tenofovir alafenamide (Biktarvy) Use During Pregnancy". Drugs.com. 16 September 2019. Archived from the original on 24 November 2020. Retrieved 7 March 2020.
  2. "Biktarvy 50 mg/200 mg/25 mg film-coated tablets - Summary of Product Characteristics (SmPC)". (emc). 25 August 2020. Archived from the original on 4 November 2021. Retrieved 26 August 2020.
  3. ୩.୦ ୩.୧ ୩.୨ ୩.୩ "Biktarvy- bictegravir sodium, emtricitabine, and tenofovir alafenamide fumarate tablet". DailyMed. 8 August 2019. Archived from the original on 1 August 2020. Retrieved 7 March 2020.
  4. ୪.୦ ୪.୧ ୪.୨ "Biktarvy- bictegravir sodium, emtricitabine, and tenofovir alafenamide fumarate tablet". DailyMed. 8 August 2019. Archived from the original on 1 August 2020. Retrieved 7 March 2020.
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 687. ISBN 978-0857114105.
  6. "Bictegravir / emtricitabine / tenofovir alafenamide (Biktarvy) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 10 January 2022.
  7. "Biktarvy EPAR". European Medicines Agency (EMA). 21 January 2020. Archived from the original on 11 August 2020. Retrieved 7 March 2020.
  8. "Biktarvy Prices, Coupons & Savings Tips - GoodRx". GoodRx. Retrieved 10 January 2022.