ବାହ୍ରାଇଚ୍
Bahraich बहराइच بہرائچ | |
---|---|
Town | |
Nickname: Bahraich Shareef | |
Country | India |
State | Uttar Pradesh |
District | Bahraich बहराइच |
Government | |
• Body | Bahraich Nagar Palika Parishad |
• Mayor | Haji Rehan Khaň |
• MLA | Dr. Waqar Ahmad Shah (SP) |
• MP | Savitri Bai Phule (BJP) |
Area | |
• ସମୁଦାୟ | 34 km2 (13 sq mi) |
Elevation | 126 m (413 ft) |
Population (2011) | |
• Total | ୧,୮୬,୨୨୩ |
• Density | 5,500/km2 (14,000/sq mi) |
Languages | |
• Official | Hindi, Urdu Awadhi |
Time zone | UTC+5:30 (IST) |
PIN | 271801 |
Telephone code | +91 05252 |
ଯାନବାହାନ ପଞ୍ଚୀକରଣ | UP 40 |
Sex Ratio | 907 ♂/♀ |
Website | http://behraich.nic.in/ |
ବାହ୍ରାଇଚ୍ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବହ୍ରଇଚ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବାହ୍ରାଇଚ୍ ୨୭.୫୭୪୩ ଉତ୍ତର ଅକ୍ଷାଂଶ ଓ ୮୧.୫୯୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୦୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାହ୍ରାଇଚ୍ ସହରର ମୋଟ ଜନସଂଖ୍ୟା ୧୬୮୩୭୬ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ବାହ୍ରାଇଚ୍ର ସାକ୍ଷରତା ହାର ୫୯.୩୮% ଅଟେ । ଏହା ଜାତୀୟ ହାରଠାରୁ ୫.୪୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୬୬% ପ୍ରତିଶତ ପୁରୁଷ ଓ ୨୫.୭୨% ନାରୀ ଅଟନ୍ତି । ୧୫.୧୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ବାହ୍ରାଇଚ୍ର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Bahraich | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ବାହ୍ରାଇଚ୍ରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୧.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୭୮.୦ mm/inches ହୋଇଥାଏ ।
Climate data for Bahraich, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 22.6 (72.7) |
26.1 (79) |
32.0 (89.6) |
37.1 (98.8) |
38.4 (101.1) |
36.9 (98.4) |
33.0 (91.4) |
32.7 (90.9) |
32.6 (90.7) |
32.3 (90.1) |
29.3 (84.7) |
25.0 (77) |
31.6 (88.9) |
ହାରାହାରି ସର୍ବନିମ୍ନ °C (°F) | 8.9 (48) |
11.1 (52) |
15.5 (59.9) |
21.3 (70.3) |
25.1 (77.2) |
26.9 (80.4) |
26.4 (79.5) |
26.2 (79.2) |
25.0 (77) |
20.9 (69.6) |
14.8 (58.6) |
10.1 (50.2) |
19.5 (67.1) |
Average rainfall mm (inches) | 18.1 (0.713) |
19.3 (0.76) |
12.5 (0.492) |
9.1 (0.358) |
37.6 (1.48) |
193.5 (7.618) |
389.1 (15.319) |
286.3 (11.272) |
239.3 (9.421) |
55.4 (2.181) |
4.7 (0.185) |
13.3 (0.524) |
୧,୨୭୮ (୫୦.୩୧୫) |
ହାରାହାରି ମେଘାତ୍ସନ ଦିବସ | 1.3 | 1.5 | 1.3 | 1.2 | 2.7 | 7.1 | 13.3 | 12.6 | 8.4 | 2.3 | 0.4 | 1.0 | 53.2 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 1.0 | 2.1 | 1.9 | 2.6 | 5.0 | 7.6 | 9.1 | 7.8 | 6.6 | 1.3 | 0.4 | 0.7 | 46.3
|
ହାରାହାରି କୁହୁଡ଼ି ଘେରା ଦିବସ | 6.5 | 1.6 | 0.0 | 0.0 | 0.0 | 0.0 | 0.0 | 0.0 | 0.2 | 0.4 | 1.4 | 5.9 | 15.9 |
Source: India Meteorological Department (temperatures and precipitation)[୪][୫] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Bahraich". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.