ବାହ୍ରାଇଚ୍

ଉଇକିପିଡ଼ିଆ‌ରୁ
(Bahraichରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bahraich बहराइच بہرائچ
Town
Nickname: 
Bahraich Shareef
Country India
StateUttar Pradesh
DistrictBahraich बहराइच
Government
 • BodyBahraich Nagar Palika Parishad
 • MayorHaji Rehan Khaň
 • MLADr. Waqar Ahmad Shah (SP)
 • MPSavitri Bai Phule (BJP)
Area
 • ସମୁଦାୟ34 km2 (13 sq mi)
Elevation
126 m (413 ft)
Population
 (2011)
 • Total୧,୮୬,୨୨୩
 • Density5,500/km2 (14,000/sq mi)
Languages
 • OfficialHindi, Urdu Awadhi
Time zoneUTC+5:30 (IST)
PIN
271801
Telephone code+91 05252
ଯାନବାହାନ ପଞ୍ଚୀକରଣUP 40
Sex Ratio907 /
Websitehttp://behraich.nic.in/


ବାହ୍ରାଇଚ୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବହ୍ରଇଚ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବାହ୍ରାଇଚ୍ ୨୭.୫୭୪୩ ଉତ୍ତର ଅକ୍ଷାଂଶ ଓ ୮୧.୫୯୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୦୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାହ୍ରାଇଚ୍ ସହରର ମୋଟ ଜନସଂଖ୍ୟା ୧୬୮୩୭୬ ଅଟେ ।[୨] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ବାହ୍ରାଇଚ୍ର ସାକ୍ଷରତା ହାର ୫୯.୩୮% ଅଟେ । ଏହା ଜାତୀୟ ହାରଠାରୁ ୫.୪୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୬୬% ପ୍ରତିଶତ ପୁରୁଷ ଓ ୨୫.୭୨% ନାରୀ ଅଟନ୍ତି । ୧୫.୧୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ବାହ୍ରାଇଚ୍ର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Bahraich
Climate chart (explanation)
JFMAMJJASOND
 
 
18
 
23
9
 
 
19
 
26
11
 
 
13
 
32
16
 
 
9.1
 
37
21
 
 
38
 
38
25
 
 
37
 
37
27
 
 
389
 
33
26
 
 
286
 
33
26
 
 
239
 
33
25
 
 
55
 
32
21
 
 
4.7
 
29
15
 
 
13
 
25
10
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ବାହ୍ରାଇଚ୍ରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୧.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୭୮.୦ mm/inches ହୋଇଥାଏ ।

Climate data for Bahraich, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 22.6
(72.7)
26.1
(79)
32.0
(89.6)
37.1
(98.8)
38.4
(101.1)
36.9
(98.4)
33.0
(91.4)
32.7
(90.9)
32.6
(90.7)
32.3
(90.1)
29.3
(84.7)
25.0
(77)
31.6
(88.9)
ହାରାହାରି ସର୍ବନିମ୍ନ °C (°F) 8.9
(48)
11.1
(52)
15.5
(59.9)
21.3
(70.3)
25.1
(77.2)
26.9
(80.4)
26.4
(79.5)
26.2
(79.2)
25.0
(77)
20.9
(69.6)
14.8
(58.6)
10.1
(50.2)
19.5
(67.1)
Average rainfall mm (inches) 18.1
(0.713)
19.3
(0.76)
12.5
(0.492)
9.1
(0.358)
37.6
(1.48)
193.5
(7.618)
389.1
(15.319)
286.3
(11.272)
239.3
(9.421)
55.4
(2.181)
4.7
(0.185)
13.3
(0.524)
୧,୨୭୮
(୫୦.୩୧୫)
ହାରାହାରି ମେଘାତ୍ସନ ଦିବସ 1.3 1.5 1.3 1.2 2.7 7.1 13.3 12.6 8.4 2.3 0.4 1.0 53.2
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 1.0 2.1 1.9 2.6 5.0 7.6 9.1 7.8 6.6 1.3 0.4 0.7 46.3

ହାରାହାରି କୁହୁଡ଼ି ଘେରା ଦିବସ 6.5 1.6 0.0 0.0 0.0 0.0 0.0 0.0 0.2 0.4 1.4 5.9 15.9
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Bahraich". Worldweather.wmo.int. 5 October 2006. Retrieved 28 June 2015.
  4. "Chennai- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]