ବାସିଟ୍ରାସିନ

ଉଇକିପିଡ଼ିଆ‌ରୁ
ବାସିଟ୍ରାସିନ
Clinical data
Trade namesBaciim
AHFS/Drugs.comSystemic: monograph
Topical: monograph
Eye: monograph
Pregnancy
category
  • AU: D
  • US: C (Risk not ruled out)
Routes of
administration
Topical, intramuscular
Legal status
Legal status
  • AU: S4 (Prescription only)
  • US: OTC for topical administration; Rx-only for injection
Identifiers
  • (4R)-4-[(2S)-2-({2-[(1S)-1-amino-2-methylbutyl]- 4,5-dihydro-1,3-thiazol-5-yl}formamido)-4-methylpentanamido]-4-{[(1S)- 1-{[(3S,6R,9S,12R,15S,18R,21S)- 18-(3-aminopropyl)-12-benzyl-15-(butan-2-yl)-3-(carbamoylmethyl)- 6-(carboxymethyl)-9-(1H-imidazol-5-ylmethyl)-2,5,8,11,14,17,20- heptaoxo-1,4,7,10,13,16,19-heptaazacyclopentacosan-21-yl]carbamoyl}- 2-methylbutyl]carbamoyl}butanoic acid
Chemical and physical data
FormulaC66H103N17O16S
Molar mass୧,୪୨୨.୭୧ g·mol−1
3D model (JSmol)
  • CCC(C)C(N)NC4=NC(C(=O)N[C@@H](CC(C)C)C(=O)N[C@H](CCC(O)=O)C(=O)N[C@@H](C(C)CC)C(=O)N[C@H]3CCCCNC(=O)[C@H](CC(N)=O)NC(=O)[C@@H](CC(O)=O)NC(=O)[C@H](Cc1cnc[nH]1)NC(=O)[C@@H](Cc2ccccc2)NC(=O)[C@H](C(C)CC)NC(=O)[C@@H](CCCN)NC3=O)CS4
  • InChI=1S/C66H103N17O16S/c1-9-35(6)52(69)66-81-48(32-100-66)63(97)76-43(26-34(4)5)59(93)74-42(22-23-50(85)86)58(92)83-53(36(7)10-2)64(98)75-40-20-15-16-25-71-55(89)46(29-49(68)84)78-62(96)47(30-51(87)88)79-61(95)45(28-39-31-70-33-72-39)77-60(94)44(27-38-18-13-12-14-19-38)80-65(99)54(37(8)11-3)82-57(91)41(21-17-24-67)73-56(40)90/h12-14,18-19,31,33-37,40-48,52-54H,9-11,15-17,20-30,32,67,69H2,1-8H3,(H2,68,84)(H,70,72)(H,71,89)(H,73,90)(H,74,93)(H,75,98)(H,76,97)(H,77,94)(H,78,96)(H,79,95)(H,80,99)(H,82,91)(H,83,92)(H,85,86)(H,87,88)/t35?,36?,37?,40-,41+,42+,43-,44+,45-,46-,47+,48?,52?,53-,54-/m0/s1 checkY
  • Key:CLKOFPXJLQSYAH-NVOBBBONSA-N checkY
  (verify)

ବାସିଟ୍ରାସିନ ଏକ ଆଣ୍ଟିବାୟୋଟିକ୍ । [୧] ଚର୍ମରେ ଜୀବାଣୁ ସଂକ୍ରମଣ ଥିଲେ ଏହା ସେହି ଚର୍ମରେ ପ୍ରୟୋଗ କରାଯାଏ । [୨] ଆଖିରେ ପ୍ରୟୋଗ କରାଯାଏ, ଏହା ବ୍ୟାକ୍ଟେରିଆ କଞ୍ଜକ୍ଟିଭାଇଟିସ୍ ଚିକିତ୍ସା ପାଇଁ ଆଖିରେ ବ୍ୟବହୃତ ହୁଏ । [୩] କ୍ଲୋଷ୍ଟ୍ରିଡିଅମ ଡିଫିଇସିଲ୍ ଜନିତ ତରଳ ଝାଡ଼ା ଚିକିତ୍ସା ପାଇଁ ଏହା ପାଟିରେ ମଧ୍ୟ ବ୍ୟବହୃତ ହେଇଛି, କିନ୍ତୁ ଏହା ପସନ୍ଦଯୋଗ୍ୟ ଚିକିତ୍ସା ନୁହେଁ । [୧]

ଚର୍ମ କିମ୍ବା ଆଖିରେ ପ୍ରୟୋଗ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା ଏବଂ ରାସ ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୨] ଇଞ୍ଜେକ୍ସନ ଦେଲେ ବୃକ୍‌କ ସମସ୍ୟା ଦେଖାଦେଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ଜୀବକୋଷ ପ୍ରାଚୀର ନିର୍ମାଣରେ ହସ୍ତକ୍ଷେପ କରି କାର୍ଯ୍ୟ କରେ | [୩]

ବାସିଟ୍ରାସିନ ପ୍ରଥମେ ୧୯୪୫ରେ ପ୍ରସ୍ତ୍ତୁତ ହୋଇଥିଲା ଏବଂ ୧୯୪୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା। [୪] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୫] ଯୁକ୍ତରାଷ୍ଟ୍ରରେ ଆଖିରେ ବ୍ୟବହାର ପାଇଁ ୩.୫ ଗ୍ରାମ ଟ୍ୟୁବର ମୂଲ୍ୟ ୨୦୨୨ ସୁଦ୍ଧା ୩୧ଡଲାର ଥିଲା ।[୫] ଏହା ବାସିଲସ ଲାଇଚେନିଫର୍ମିସରୁ ପୃଥକ କରି ପ୍ରସ୍ତୁତ କରାଯାଇଥିଲା । [୪] ଏହା ଅନ୍ୟ ଔଷଧର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ | [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Bacitracin Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 7 January 2022.
  2. ୨.୦ ୨.୧ ୨.୨ ୨.୩ ୨.୪ "Bacitracin (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 8 December 2021. Retrieved 8 January 2022.
  3. ୩.୦ ୩.୧ "Bacitracin (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 8 January 2022.
  4. ୪.୦ ୪.୧ Hahn, Fred E. (6 December 2012). Mechanism of Action of Antibacterial Agents (in ଇଂରାଜୀ). Springer Science & Business Media. p. 1. ISBN 978-3-642-46403-4. Archived from the original on 11 January 2022. Retrieved 7 January 2022.
  5. ୫.୦ ୫.୧ "Bacitracin Prices, Coupons & Savings Tips - GoodRx". GoodRx. Archived from the original on 12 October 2016. Retrieved 7 January 2022.