ବାସିଟ୍ରାସିନ
Clinical data | |
---|---|
Trade names | Baciim |
AHFS/Drugs.com | Systemic: monograph Topical: monograph Eye: monograph |
Pregnancy category | |
Routes of administration | Topical, intramuscular |
Legal status | |
Legal status | |
Identifiers | |
| |
Chemical and physical data | |
Formula | C66H103N17O16S |
Molar mass | ୧,୪୨୨.୭୧ g·mol−1 |
3D model (JSmol) | |
| |
| |
(verify) |
ବାସିଟ୍ରାସିନ ଏକ ଆଣ୍ଟିବାୟୋଟିକ୍ । [୧] ଚର୍ମରେ ଜୀବାଣୁ ସଂକ୍ରମଣ ଥିଲେ ଏହା ସେହି ଚର୍ମରେ ପ୍ରୟୋଗ କରାଯାଏ । [୨] ଆଖିରେ ପ୍ରୟୋଗ କରାଯାଏ, ଏହା ବ୍ୟାକ୍ଟେରିଆ କଞ୍ଜକ୍ଟିଭାଇଟିସ୍ ଚିକିତ୍ସା ପାଇଁ ଆଖିରେ ବ୍ୟବହୃତ ହୁଏ । [୩] କ୍ଲୋଷ୍ଟ୍ରିଡିଅମ ଡିଫିଇସିଲ୍ ଜନିତ ତରଳ ଝାଡ଼ା ଚିକିତ୍ସା ପାଇଁ ଏହା ପାଟିରେ ମଧ୍ୟ ବ୍ୟବହୃତ ହେଇଛି, କିନ୍ତୁ ଏହା ପସନ୍ଦଯୋଗ୍ୟ ଚିକିତ୍ସା ନୁହେଁ । [୧]
ଚର୍ମ କିମ୍ବା ଆଖିରେ ପ୍ରୟୋଗ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା ଏବଂ ରାସ ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୨] ଇଞ୍ଜେକ୍ସନ ଦେଲେ ବୃକ୍କ ସମସ୍ୟା ଦେଖାଦେଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ଏକ ଜୀବକୋଷ ପ୍ରାଚୀର ନିର୍ମାଣରେ ହସ୍ତକ୍ଷେପ କରି କାର୍ଯ୍ୟ କରେ | [୩]
ବାସିଟ୍ରାସିନ ପ୍ରଥମେ ୧୯୪୫ରେ ପ୍ରସ୍ତ୍ତୁତ ହୋଇଥିଲା ଏବଂ ୧୯୪୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା। [୪] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୫] ଯୁକ୍ତରାଷ୍ଟ୍ରରେ ଆଖିରେ ବ୍ୟବହାର ପାଇଁ ୩.୫ ଗ୍ରାମ ଟ୍ୟୁବର ମୂଲ୍ୟ ୨୦୨୨ ସୁଦ୍ଧା ୩୧ଡଲାର ଥିଲା ।[୫] ଏହା ବାସିଲସ ଲାଇଚେନିଫର୍ମିସରୁ ପୃଥକ କରି ପ୍ରସ୍ତୁତ କରାଯାଇଥିଲା । [୪] ଏହା ଅନ୍ୟ ଔଷଧର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ | [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Bacitracin Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 7 January 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Bacitracin (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 8 December 2021. Retrieved 8 January 2022.
- ↑ ୩.୦ ୩.୧ "Bacitracin (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 8 January 2022.
- ↑ ୪.୦ ୪.୧ Hahn, Fred E. (6 December 2012). Mechanism of Action of Antibacterial Agents (in ଇଂରାଜୀ). Springer Science & Business Media. p. 1. ISBN 978-3-642-46403-4. Archived from the original on 11 January 2022. Retrieved 7 January 2022.
- ↑ ୫.୦ ୫.୧ "Bacitracin Prices, Coupons & Savings Tips - GoodRx". GoodRx. Archived from the original on 12 October 2016. Retrieved 7 January 2022.