Jump to content

ବାଲସାଲାଜାଇଡ

ଉଇକିପିଡ଼ିଆ‌ରୁ
ବାଲସାଲାଜାଇଡ
Clinical data
Trade namesColazide,[] Giazo, Colazal[]
SynonymsBalsalazide sodium, balsalazide disodium[]
AHFS/Drugs.commonograph
MedlinePlusa699052
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability<1%
    Protein binding≥99%
    Elimination half-life12hr
    Identifiers
    • (E)-5-([4-(2-carboxyethylcarbamoyl)phenyl]diazenyl)-2-hydroxybenzoic acid
    ECHA InfoCard100.117.186 Edit this at Wikidata
    Chemical and physical data
    FormulaC17H15N3O6
    Molar mass୩୫୭.୩୨ g·mol−1
    3D model (JSmol)
    • O=C(O)c1cc(ccc1O)/N=N/c2ccc(cc2)C(=O)NCCC(O)=O
    • InChI=1S/C17H15N3O6/c21-14-6-5-12(9-13(14)17(25)26)20-19-11-3-1-10(2-4-11)16(24)18-8-7-15(22)23/h1-6,9,21H,7-8H2,(H,18,24)(H,22,23)(H,25,26)/b20-19+ checkY
    • Key:IPOKCKJONYRRHP-FMQUCBEESA-N checkY
      (verify)

    ବାଲସାଲାଜାଇଡ, ଏକ ବେପାର ନାମ କୋଲାଜାଇଡ ହେଉଛି ଅଲସେରେଟିଭ କୋଲାଇଟିସ (ୟୁସି/ UC) ଏବଂ କ୍ରନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] [] ସାମାନ୍ୟରୁ ମଧ୍ୟମ ରୋଗ ଧରଣର ୟୁସି ରୋଗ ପାଇଁ ଏହା ବ୍ୟବହୃତ ହୁଏ ଏବଂ ସାଧାରଣତଃ କେବଳ ୧୨ ସପ୍ତାହ ପର୍ଯ୍ୟନ୍ତ ଦିଅଯାଏ ।[] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅସୁସ୍ଥ ଅନୁଭବ, ପେଟ ବ୍ୟଥା, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟା ସଂକ୍ରମଣ ଅନ୍ତର୍ଭୁକ୍ତ, [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ସମ୍ପର୍କୀୟ ରୋଗ, ପିତାସ୍ମରୀ କିମ୍ବା ଲୁପସ୍-ପରି ସିଣ୍ଡ୍ରୋମ ହୋଇପାରେ। [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଆଜମା, କିଡନୀ କିମ୍ବା ଯକୃତ ସମସ୍ୟା ଥିବା ଲୋକଙ୍କ ପାଇଁ ଏକ ବିକଳ୍ପ ଆବଶ୍ୟକ ହୋଇପାରେ । [] ପାକସ୍ଥଳୀ ଏବଂ କ୍ଷୁଦ୍ର ଅନ୍ତନଳୀରେ ବାଲସାଲାଜାଇଡ ଅପରିବର୍ତ୍ତିତ ଭାବରେ ଗତି କରେ ଏବଂ ଏହା ବୃହଦନ୍ତ୍ରରେ ପହଞ୍ଚିବା ପରେ ମେସାଲାଜାଇନ୍ (5-ASA) ମୁକ୍ତ କରିଦିଏ, ଯେଉଁଠାରେ ଅଲସରାଟିଭ କୋଲାଇଟିସ୍ ପ୍ରଭାବିତ ହୁଏ । []

    ବାଲସାଲାଜାଇଡ ପ୍ରଥମେ ୧୯୮୦ ଦଶକରେ ତିଆରି ହୋଇଥିଲା ଏବଂ ୧୯୯୭ରେ ବ୍ରିଟେନରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ରକ୍ଷଣାବେକ୍ଷଣ ଡୋଜରେ ଏକ ମାସର ଯୋଗାଣ ନିମନ୍ତେ ୨୦୨୧ ସୁଦ୍ଧା ପାଖାପାଖି ୩୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। [] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୭୪ ଡଲାର ଅଟେ। [୧୦]

    1. 1 2 3 4 5 6 7 "1. Gastro-intestinal system". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. pp. 44–45. ISBN 978-0-85711-413-6.{{cite book}}: CS1 maint: date format (link)
    2. "A - Z Drug List from Drugs.com: Balsalazide". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 22 November 2021. Retrieved 22 November 2021.
    3. "Balsalazide Use During Pregnancy". Drugs.com (in ଇଂରାଜୀ). Archived from the original on 1 December 2020. Retrieved 22 November 2021.
    4. "Colazide 750mg Capsules - Summary of Product Characteristics (SmPC)". (emc). 3 January 2019. Archived from the original on 22 January 2021. Retrieved 2 October 2020.
    5. 1 2 3 "Balsalazide Monograph for Professionals". Drugs.com (in ଇଂରାଜୀ). Archived from the original on 18 December 2021. Retrieved 8 January 2022.
    6. "Balsalazide Use During Pregnancy". Drugs.com (in ଇଂରାଜୀ). Archived from the original on 1 December 2020. Retrieved 8 January 2022.
    7. McQuaid, Kenneth R. (2020). "62. Drugs used in the treatment of gastrointestinal diseases". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. pp. 1150–1151. ISBN 978-1-260-45231-0. Archived from the original on 2021-10-10. Retrieved 2021-11-22.
    8. Richmond, Lesley; Stevenson, Julie (2017). The Pharmaceutical Industry: A Guide to Historical Records (in ଇଂରାଜୀ). Routledge. p. 135. ISBN 978-1-351-88429-7. Archived from the original on 2021-12-11. Retrieved 2021-11-23.
    9. "Balsalazide Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 8 January 2022.
    10. "Balsalazide Prices, Coupons & Savings Tips - GoodRx". GoodRx. Retrieved 8 January 2022.