ବାମାପଦ ତ୍ରିପାଠୀ

ଉଇକିପିଡ଼ିଆ ରୁ
Jump to navigation Jump to search
ବାମାପଦ ତ୍ରିପାଠୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ
ଜୀବିକାସାମ୍ବାଦିକ
ନିଯୁକ୍ତିଦାତାସମାଜ
ପୁରସ୍କାରଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ ୨୦୧୮

ବାମାପଦ ତ୍ରିପାଠୀ, ଜଣେ ଓଡ଼ିଆ ସାମ୍ବାଦିକ ଏବଂ ସମ୍ପାଦକ ।[୧] ସେ ଓଡ଼ିଶାର ପ୍ରମୁଖ ସମ୍ବାଦପତ୍ର ସମାଜର ମୁଖ୍ୟ ସମ୍ପାଦକଭାବରେ କାର୍ଯ୍ୟରତ । ସମାଜରେ ଯୋଗଦେବା ପୂର୍ବରୁ ତ୍ରିପାଠୀ ସମ୍ବାଦର ଏଡିଟେରିଆଲ ବୋର୍ଡ଼ର ମୁଖ୍ୟଭାବରେ କାର୍ଯ୍ୟ କରୁଥିଲେ । ସମ୍ବାଦ ବ୍ୟତିତ ସେ ପ୍ରଜାତନ୍ତ୍ରରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପାଠ ପଢିଛନ୍ତି ।[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ - ୨୦୧୮[୩]
  • ଶ୍ରେଷ୍ଠ ସମ୍ପାଦକ(ଓଡ଼ିଶା ମିଡ଼ିଆ ସମ୍ମାନ) - ୨୦୧୭[୪]

ଆଧାର[ସମ୍ପାଦନା]

  1. India Today. Thomson Living Media India Limited. April 1990.
  2. http://odishatime.com/odiya/%E0%AC%AC%E0%AC%BE%E0%AC%AE%E0%AC%BE%E0%AC%AA%E0%AC%A6-%E0%AC%B9%E0%AD%8B%E0%AC%87%E0%AC%AA%E0%AC%BE%E0%AC%B0%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%B8%E0%AC%AE%E0%AC%BE%E0%AC%9C%E0%AC%B0/
  3. http://sambad.in/state/janaki-ballabh-smarak-sanman-122672/
  4. http://eodishasamachar.com/en/odisha-media-award-2017-conference-20-felicitated-in-17-categories/