ବାଗାହା
ଦେଖଣା
Bagaha
बगहा | |
|---|---|
Town | |
| Country | |
| State | Bihar |
| District | Pashchim Champaran |
| Elevation | 135 m (443 ft) |
| Population (2011) | |
| • Total | ୧,୧୩,୦୧୨[୧] |
| Languages | |
| • Official | Maithili, Hindi |
| Time zone | UTC+5:30 (IST) |
| PIN | 845101 |
| Telephone code | 06251 |
| Sex ratio | 1.13 ♂/♀ |
| Lok Sabha constituency | Valmiki Nagar |
| Vidhan Sabha constituency | Bagaha |
| Website | westchamparan |
ବାଗାହା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ପଶ୍ଚିମ୍ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବାଗାହା ୨୭.୦୯୯୨ ଉତ୍ତର ଅକ୍ଷାଂଶ ଓ ୮୪.୦୯୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଗାହା ସହରର ମୋଟ ଜନସଂଖ୍ୟା ୯୧୩୮୩ ଅଟେ ।[୩] ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ବାଗାହାର ସାକ୍ଷରତା ହାର ୩୮.୩୬% ଅଟେ । ଏହା ଜାତୀୟ ହାରଠାରୁ ୨୬.୪୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୫.୧୩% ପ୍ରତିଶତ ପୁରୁଷ ଓ ୧୩.୨୩% ନାରୀ ଅଟନ୍ତି । ୧୮.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ବାଗାହାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Bagaha City Population Census 2011".
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.