Jump to content

ବାଗାହା

ଉଇକିପିଡ଼ିଆ‌ରୁ
Bagaha
बगहा
Town
Country India
StateBihar
DistrictPashchim Champaran
Elevation
135 m (443 ft)
Population
 (2011)
 • Total୧,୧୩,୦୧୨ []
Languages
 • OfficialMaithili, Hindi
Time zoneUTC+5:30 (IST)
PIN
845101
Telephone code06251
Sex ratio1.13 /
Lok Sabha constituencyValmiki Nagar
Vidhan Sabha constituencyBagaha
Websitewestchamparan.bih.nic.in


ବାଗାହା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ପଶ୍ଚିମ୍ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ବାଗାହା ୨୭.୦୯୯୨ ଉତ୍ତର ଅକ୍ଷାଂଶ ଓ ୮୪.୦୯୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଗାହା ସହରର ମୋଟ ଜନସଂଖ୍ୟା ୯୧୩୮୩ ଅଟେ ।[] ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ବାଗାହାର ସାକ୍ଷରତା ହାର ୩୮.୩୬% ଅଟେ । ଏହା ଜାତୀୟ ହାରଠାରୁ ୨୬.୪୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୫.୧୩% ପ୍ରତିଶତ ପୁରୁଷ ଓ ୧୩.୨୩% ନାରୀ ଅଟନ୍ତି । ୧୮.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ବାଗାହାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Bagaha City Population Census 2011".
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]