Jump to content

ବଳାଗଣ୍ଠି ଭଙ୍ଗା

ଉଇକିପିଡ଼ିଆ‌ରୁ
Ankle fracture
Broken ankle[]
Fracture of both sides of the ankle with dislocation as seen on anteroposterior X-ray. (1) fibula, (2) tibia, (arrow) medial malleolus, (arrowhead) lateral malleolus
ବିଭାଗOrthopedics
ଲକ୍ଷଣPain, swelling, bruising, inability to walk[]
ଆକ୍ରାନ୍ତ ସମୟYoung males, older females[]
କାରଣRolling the ankle, blunt trauma[]
ରୋଗ ନିର୍ଣ୍ଣୟ ପଦ୍ଧତିX-rays based on the Ottawa ankle rule[]
ସଠିକ ରୋଗ ନିର୍ଣ୍ଣୟRheumatoid arthritis, gout, septic arthritis, Achilles tendon rupture[]
ଚିକିତ୍ସାSplinting, casting, surgery[]
ପୁନଃପୌନିକ~1 per 1000/year[]

ବଳାଗଣ୍ଠି ଭଙ୍ଗା କୁହାଯାଏ ଯଦି ବଳାଗଣ୍ଠିରେ ଥିବା ଏକ ବା ଏକାଧିକ ହାଡ଼ ଭାଙ୍ଗିଯାଏ । [] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ବ୍ରୁଇ ଘାଆ ଏବଂ ଗୋଡରେ ଚାଲିବାରେ ଅକ୍ଷମତା ରହିପାରେ । [] ଜଟିଳତା ମଧ୍ୟରେ ଆଣ୍ଠୁଗଣ୍ଠି ସ୍ଫ୍ରେନ, କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ, ଗତିର ପରିସର ହ୍ରାସ, ଏବଂ ମାଲୟୁନିଅନ ହୋଇପାରେ । [] []

ଗଣ୍ଠି ଉପରେ ଅତ୍ୟଧିକ ଚାପ ପଡ଼ିଲଡ଼ ବା ମୋଡ଼ି ହୋଇଗଲେ ଏହି ଭଙ୍ଗା ହୁଏ । [] [] ପ୍ରକାର ଗୁଡ଼ିକରେ ଲାଟେରାଲ ମାଲିଓଲସ, ମିଡିଆଲ ମାଲିଓଲସ, ପୋଷ୍ଟିରିଅର ମାଲିଓଲସ, ଉଭୟ ମାଲିଓଲସ ବା ଟ୍ରାଇମାଲିଓଲାର ଭଙ୍ଗା ହୋଇପାରେ । [] ଓଟାୱା ନିୟମ ଅନୁସାରେ ଏକ୍ସ-ରେ ଚିତ୍ର ଅନୁଶୀଳନ କରାଯାଏ । []

ସ୍ପ୍ଲିଣ୍ଟ, ପ୍ଲାସ୍ଟର, କିମ୍ବା ଅସ୍ତ୍ରୋପଚାର କରାଯାଏ । [] ଅନ୍ୟାନ୍ୟ ଆଘାତ ନଥିବା ଦେଖିବାକୁ ହୁଏ ଆବଶ୍ୟକ ହୋଇପାରେ ।[] ସାଧାରଣତ ଚାରିମାସ ମଧ୍ୟରେ ଉଲ୍ଲେଖନୀୟ ପୁନରୁଦ୍ଧାର ହୁଏ; ତଥାପି, ସଂପୂର୍ଣ୍ଣ ପୁନରୁଦ୍ଧାର ଦୁଇ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ । [] ୧୦୦୦ ବୟସ୍କଙ୍କ ମଧ୍ୟରୁ ପ୍ରାୟ ୧.୭ ଜଣ ଏବଂ ୧୦୦୦ ପିଲାଙ୍କ ମଧ୍ୟରୁ ଜଣକର ଏହି ଭଙ୍ଗା ହେବା ଦେଖାଯାଏ । [] [] ସେଗୁଡିକ ସାଧାରଣତଃ ଯୁବ ପୁରୁଷ ଏବଂ ବୟସ୍କା ମହିଳାମାନଙ୍କଠାରେ ଦେଖାଯାଏ । []

  1. 1 2 3 4 5 6 7 "Ankle Fractures (Broken Ankle) - OrthoInfo - AAOS". www.orthoinfo.org. Archived from the original on 20 June 2019. Retrieved 20 June 2019.
  2. 1 2 3 4 5 6 7 8 Wire, Jessica (9 May 2019). "Ankle Fractures". StatPearls. PMID 31194464.
  3. 1 2 3 "Ankle Fractures (Broken Ankle) - OrthoInfo - AAOS". www.orthoinfo.org. Archived from the original on 20 June 2019. Retrieved 20 June 2019.
  4. 1 2 3 Wire, Jessica (9 May 2019). "Ankle Fractures". StatPearls. PMID 31194464.
  5. Yeung, DE; Jia, X; Miller, CA; Barker, SL (1 April 2016). "Interventions for treating ankle fractures in children". The Cochrane Database of Systematic Reviews. 4: CD010836. doi:10.1002/14651858.CD010836.pub2. PMC 7111433. PMID 27033333.