ବଟର ଚିକେନ

ଉଇକିପିଡ଼ିଆ‌ରୁ
ବଟର ଚିକେନ
ବଟର ଚିକେନ
ଅନ୍ୟ ନାମଚିକେନ ମଖନ
ମୂଳ ସ୍ଥାନଭାରତ[୧][୨]
ଅଞ୍ଚଳ ବା ରାଜ୍ୟପଞ୍ଜାବ[୩][୪] ଦିଲ୍ଲୀ[୫][୬][୭][୮][୯]
ମୁଖ୍ୟ ଉପାଦାନଚିକେନ, ବଟର

ବଟର ଚିକେନ ଏକ ଲୋକପ୍ରିୟ ଭାରତୀୟ ପଞ୍ଜାବୀ ଖାଦ୍ୟ ଅଟେ । [୧୦].[୧୧][୧୨][୧୩][୧୪][୧୫][୧୬]

ପ୍ରସ୍ତୁତି[ସମ୍ପାଦନା]

ଏହି ବ୍ୟଞ୍ଜନର ବହୁ ସଂସ୍କରଣ ଉପସ୍ଥାପନ ରହିଛି । ଚିକେନ ଏକ ଦହି ଏବଂ ସାଧାରଣ ଭାବେ ଗରମ ମସଲା, ଅଦା, ରସୁଣ ପେଷ୍ଟ, ଲେମ୍ବୁ, କଳା ମରିଚ, ଧନିଆ, ଜିରା, ହଳଦୀ, ଲୁଣ ଏବଂ ଲଙ୍କା ସହିତ ମସଲା ମିଶ୍ରଣ କରି ରାତିସାରା ରଖାଯାଏ । ଚିକେନ ପାରମ୍ପରିକ ରୂପେ ସାଧାରଣତଃ ତନ୍ଦୁରରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହା ମଧ୍ୟ ତତଲା ପ୍ୟାନରେ ପ୍ରସ୍ତୁତି ହୋଇପାରେ । ଚିକେନର ମିଶ୍ରଣ ପ୍ରସ୍ତୁତି ପାଇଁ - ବଟର, ଟମାଟୋ, ଖୋଆ, ବିଭିନ୍ନ ମସଲା ଯଥା ଜିରା, ଲବଙ୍ଗ, ଡାଲଚିନି, ଧନିଆ, ଗୋଲମରିଚ, ମେଥି ଏବଂ ସତେଜ କ୍ରିମର ବ୍ୟବହାର କରାଯାଇଥାଏ । କାଜୁ ପେଷ୍ଟର ବ୍ୟବହାର ମଧ୍ୟ କରାଯାଇପାରେ । ମିଶ୍ରଣ ପ୍ରସ୍ତୁତ ହେବା ପରେ ମିଶ୍ରିତ ଚିକେନ ଏବଂ ପ୍ରସ୍ତୁତ ମିଶ୍ରଣରେ ରନ୍ଧା ଯାଇଥାଏ

ଖାଦ୍ୟ ବଟର, ସତେଜ କ୍ରିମ, କଟା ଲଙ୍କା, କସ୍ତୁରୀ ମେଥିରେ ସଜାଯାଏ । ବଟର ଚିକେନ ସାଧାରଣତଃ ନାନ, ରୁଟି, ପରଟା କିମ୍ବା ଭାତ ସହିତ ବଢାଯାଏ ।

ଆଧାର[ସମ୍ପାଦନା]

  1. http://motimahal.in/delhis-original-butter-chicken-the-hindustan-times/
  2. http://www.playfulcooking.com/curries-and-stew/butter-chickenmurgh-makhani/
  3. http://motimahal.in/delhis-original-butter-chicken-the-hindustan-times/
  4. http://www.playfulcooking.com/curries-and-stew/butter-chickenmurgh-makhani/
  5. Delhi’s original butter chicken
  6. Laura Siciliano-Rosen. "Delhi Food and Travel Guide: The inside scoop on the best North Indian foods".
  7. Gujral, Monish (7 March 2013). On the Butter Chicken Trail: A Dehli Darbar Cookbook (1.0 ed.). Delhi, India: Penguin India. ISBN 9780143419860.
  8. Hosking, Richard (8 August 2006). Authenticity in the kitchen : proceedings of the Oxford Symposium on food and cookery 2005 (1 ed.). Blackawton: Prospect Books. p. 393. ISBN 9781903018477.
  9. "Origin of Butter Chicken – Indian or English?". Indian Street Food Co. Retrieved 10 June 2017.
  10. Laura Siciliano-Rosen. "Delhi Food and Travel Guide: The inside scoop on the best North Indian foods".
  11. Gujral, Monish (20 Mar 2013). The Moti Mahal Cookbook. Penguin Books India. ISBN 9780143419860.
  12. "On a journey's trail". The Hindu. 28 November 2009.
  13. Bararia, Anu. "Had I not re-invented the brand, Moti Mahal would have become a thing of the past than a legacy to the future". India Hospitality Review. Retrieved 29 June 2012.
  14. "Restaurant chain Moti Mahal Deluxe opens outlet in Shimla". Himachal Live News. Retrieved 17 July 2010.
  15. Akhtar, Nazia (3 November 2009). "Moti Mahal brings Mughalia cuisines to Kashmir". Greater Kashmir Srinagar.
  16. "Famous Indian Restaurant Moti Mahal Tandoori Franchise Open in Oman". Franchise Mart.

ବାହାର ଆଧାର[ସମ୍ପାଦନା]