ବଟର ଚିକେନ
ଅନ୍ୟ ନାମ | ଚିକେନ ମଖନ |
---|---|
ମୂଳ ସ୍ଥାନ | ଭାରତ[୧][୨] |
ଅଞ୍ଚଳ ବା ରାଜ୍ୟ | ପଞ୍ଜାବ[୩][୪] ଦିଲ୍ଲୀ[୫][୬][୭][୮][୯] |
ମୁଖ୍ୟ ଉପାଦାନ | ଚିକେନ, ବଟର |
|
ବଟର ଚିକେନ ଏକ ଲୋକପ୍ରିୟ ଭାରତୀୟ ପଞ୍ଜାବୀ ଖାଦ୍ୟ ଅଟେ । [୧୦].[୧୧][୧୨][୧୩][୧୪][୧୫][୧୬]
ପ୍ରସ୍ତୁତି
[ସମ୍ପାଦନା]ଏହି ବ୍ୟଞ୍ଜନର ବହୁ ସଂସ୍କରଣ ଉପସ୍ଥାପନ ରହିଛି । ଚିକେନ ଏକ ଦହି ଏବଂ ସାଧାରଣ ଭାବେ ଗରମ ମସଲା, ଅଦା, ରସୁଣ ପେଷ୍ଟ, ଲେମ୍ବୁ, କଳା ମରିଚ, ଧନିଆ, ଜିରା, ହଳଦୀ, ଲୁଣ ଏବଂ ଲଙ୍କା ସହିତ ମସଲା ମିଶ୍ରଣ କରି ରାତିସାରା ରଖାଯାଏ । ଚିକେନ ପାରମ୍ପରିକ ରୂପେ ସାଧାରଣତଃ ତନ୍ଦୁରରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହା ମଧ୍ୟ ତତଲା ପ୍ୟାନରେ ପ୍ରସ୍ତୁତି ହୋଇପାରେ । ଚିକେନର ମିଶ୍ରଣ ପ୍ରସ୍ତୁତି ପାଇଁ - ବଟର, ଟମାଟୋ, ଖୋଆ, ବିଭିନ୍ନ ମସଲା ଯଥା ଜିରା, ଲବଙ୍ଗ, ଡାଲଚିନି, ଧନିଆ, ଗୋଲମରିଚ, ମେଥି ଏବଂ ସତେଜ କ୍ରିମର ବ୍ୟବହାର କରାଯାଇଥାଏ । କାଜୁ ପେଷ୍ଟର ବ୍ୟବହାର ମଧ୍ୟ କରାଯାଇପାରେ । ମିଶ୍ରଣ ପ୍ରସ୍ତୁତ ହେବା ପରେ ମିଶ୍ରିତ ଚିକେନ ଏବଂ ପ୍ରସ୍ତୁତ ମିଶ୍ରଣରେ ରନ୍ଧା ଯାଇଥାଏ
ଖାଦ୍ୟ ବଟର, ସତେଜ କ୍ରିମ, କଟା ଲଙ୍କା, କସ୍ତୁରୀ ମେଥିରେ ସଜାଯାଏ । ବଟର ଚିକେନ ସାଧାରଣତଃ ନାନ, ରୁଟି, ପରଟା କିମ୍ବା ଭାତ ସହିତ ବଢାଯାଏ ।
ଆଧାର
[ସମ୍ପାଦନା]- ↑ http://motimahal.in/delhis-original-butter-chicken-the-hindustan-times/
- ↑ http://www.playfulcooking.com/curries-and-stew/butter-chickenmurgh-makhani/
- ↑ http://motimahal.in/delhis-original-butter-chicken-the-hindustan-times/
- ↑ http://www.playfulcooking.com/curries-and-stew/butter-chickenmurgh-makhani/
- ↑ Delhi’s original butter chicken
- ↑ Laura Siciliano-Rosen. "Delhi Food and Travel Guide: The inside scoop on the best North Indian foods".
- ↑ Gujral, Monish (7 March 2013). On the Butter Chicken Trail: A Dehli Darbar Cookbook (1.0 ed.). Delhi, India: Penguin India. ISBN 9780143419860.
- ↑ Hosking, Richard (8 August 2006). Authenticity in the kitchen : proceedings of the Oxford Symposium on food and cookery 2005 (1 ed.). Blackawton: Prospect Books. p. 393. ISBN 9781903018477.
- ↑ "Origin of Butter Chicken – Indian or English?". Indian Street Food Co. Retrieved 10 June 2017.
- ↑ Laura Siciliano-Rosen. "Delhi Food and Travel Guide: The inside scoop on the best North Indian foods".
- ↑ Gujral, Monish (20 Mar 2013). The Moti Mahal Cookbook. Penguin Books India. ISBN 9780143419860.
- ↑ "On a journey's trail". The Hindu. 28 November 2009.
- ↑ Bararia, Anu. "Had I not re-invented the brand, Moti Mahal would have become a thing of the past than a legacy to the future". India Hospitality Review. Retrieved 29 June 2012.
- ↑ "Restaurant chain Moti Mahal Deluxe opens outlet in Shimla". Himachal Live News. Retrieved 17 July 2010.
- ↑ Akhtar, Nazia (3 November 2009). "Moti Mahal brings Mughalia cuisines to Kashmir". Greater Kashmir Srinagar.
- ↑ "Famous Indian Restaurant Moti Mahal Tandoori Franchise Open in Oman". Franchise Mart.