Jump to content

ଫ୍ଲୁଭୋକ୍ସାମାଇନ

ଉଇକିପିଡ଼ିଆ‌ରୁ
ଫ୍ଲୁଭୋକ୍ସାମାଇନ
Clinical data
Trade namesLuvox, Faverin, Fluvoxin, others
AHFS/Drugs.commonograph
MedlinePlusa695004
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability53% (90% confidence interval: 44–62%)[୨]
    Protein binding77–80%[୨][୩]
    MetabolismHepatic (via cytochrome P450 enzymes. Mostly via oxidative demethylation)[୨]
    Elimination half-life12–13 hours (single dose), 22 hours (repeated dosing)[୨]
    ExcretionKidney (98%; 94% as metabolites, 4% as unchanged drug)[୨]
    Identifiers
    • 2-{[(E)-{5-Methoxy-1-[4-(trifluoromethyl)phenyl]
      pentylidene}amino]oxy}ethanamine[୪]
    ECHA InfoCard100.125.476 Edit this at Wikidata
    Chemical and physical data
    FormulaC15H21F3N2O2
    Molar mass318.335
    3D model (JSmol)
    • FC(F)(F)c1ccc(\C(=N\OCCN)CCCCOC)cc1
    • InChI=1S/C15H21F3N2O2/c1-21-10-3-2-4-14(20-22-11-9-19)12-5-7-13(8-6-12)15(16,17)18/h5-8H,2-4,9-11,19H2,1H3/b20-14+ checkY
    • Key:CJOFXWAVKWHTFT-XSFVSMFZSA-N checkY
      (verify)

    ଫ୍ଲୁଭୋକ୍ସାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲୁଭକ୍ସ, ହେଉଛି ଏକ ସିଲେକ୍ଟିଭ୍ ସେରୋଟୋନିନ୍ ରିଅପଟେକ୍ ଇନହିବିଟର (SSRI) ଶ୍ରେଣୀର ଔଷଧ ।[୫] ଏହା ମୁଖ୍ୟତଃ ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ରୋଗର (OCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ପ୍ରମୁଖ ଅବସାଦ ବେମାରୀ, ବୁଲେମିଆ ଏବଂ ପ୍ୟାନିକ୍ ଡିଜଅର୍ଡର୍, ସାମାଜିକ ଚିନ୍ତା ବ୍ୟାଧି ଏବଂ ଆଘାତୋତ୍ତର ଚାପ ବେମାରୀ ଭଳି ରୋଗମାନଙ୍କରେ ମଧ୍ୟ ଏହା ବ୍ୟବହାର ହୁଏ ।[୬] [୭] [୮] ଏହା ପାଟିରେ ଦିଆଯାଏ ।[୫]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରାଳୁ ଭାବ, ଯୌନ ସମସ୍ୟା, ଝାଳ ଏବଂ ଉତ୍ତେଜନା ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ହେବାର ଆଶଙ୍କା ଏବଂ ଯକୃତ ଜନିତ ସମସ୍ୟା ହୋଇପାରେ ।[୫] [୬] ଗର୍ଭାବସ୍ଥାରେ ବ୍ୟବହାର ଅସ୍ପଷ୍ଟ ସୁରକ୍ଷା ଅଟେ ।[୫] ଫ୍ଲୁଭକ୍ସାମାଇନ୍ ବ୍ୟବ‌ହାର ପାଇଁ ସ୍ତନ୍ୟପାନ ବନ୍ଦ କରିବା ଆବଶ୍ୟକ ନୁହେଁ । [୯]

    ୧୯୯୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଫ୍ଲୁଭକ୍ସାମାଇନ୍ ଅନୁମୋଦିତ ହୋଇଥିଲା ।[୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଏହାର ନାମ ଲିପିବଦ୍ଧ ଅଛି । [୧୦] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଅଛି ।[୬] ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ଦୈନିକ ୧୦୦ମିଗ୍ରାର ସାଧାରଣ ମାତ୍ରା ପାଇଁ ପ୍ରତି ମାସରେ ପ୍ରାୟ ୧୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା ।[୧୧]

    1. 1 2 Use During Pregnancy and Breastfeeding
    2. 1 2 3 4 5 "Product Information Luvox". TGA eBusiness Services. Abbott Australasia Pty Ltd. 15 January 2013. Archived from the original on 9 October 2017. Retrieved 21 October 2013.
    3. ↑ van Harten J (March 1993). "Clinical pharmacokinetics of selective serotonin reuptake inhibitors". Clinical Pharmacokinetics. 24 (3): 203–20. doi:10.2165/00003088-199324030-00003. PMID 8384945. S2CID 84636672.
    4. ↑ "Luvox". ChemSpider. Royal Society of Chemistry. Archived from the original on 15 ନଭେମ୍ବର 2013. Retrieved 21 ଅକ୍ଟୋବର 2013.
    5. 1 2 3 4 5 6 7 "FluvoxaMINE Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 14 April 2021.
    6. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 384. ISBN 978-0-85711-369-6.{{cite book}}: CS1 maint: date format (link)
    7. ↑ Figgitt DP, McClellan KJ (October 2000). "Fluvoxamine. An updated review of its use in the management of adults with anxiety disorders". Drugs. 60 (4): 925–54. doi:10.2165/00003495-200060040-00006. PMID 11085201.
    8. ↑ Irons J (December 2005). "Fluvoxamine in the treatment of anxiety disorders". Neuropsychiatric Disease and Treatment. 1 (4): 289–99. PMC 2424117. PMID 18568110.
    9. ↑ "Fluvoxamine use while Breastfeeding". Drugs.com (in ଇଂରାଜୀ). Archived from the original on 8 May 2021. Retrieved 15 April 2021.
    10. ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    11. ↑ "Fluvoxamine Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 8 May 2021. Retrieved 15 April 2021.