ଫ୍ଲୁଭାଷ୍ଟାଟିନ

ଉଇକିପିଡ଼ିଆ‌ରୁ
ଫ୍ଲୁଭାଷ୍ଟାଟିନ
Clinical data
Trade namesLescol, others
AHFS/Drugs.commonograph
MedlinePlusa694010
Pregnancy
category
  • AU: D
  • US: X (Contraindicated)
Routes of
administration
By mouth (capsules, tablets)
Legal status
Legal status
Pharmacokinetic data
Bioavailability24–30%[୩][୧]
Protein binding>98%[୧]
MetabolismLiver: CYP2C9 (75%), CYP3A4 (20%), CYP2C8 (5%)[୧][୨]
Elimination half-life1–3 hours (capsule), 9 hours (XR formulations)[୧][୨]
ExcretionFaeces (95%), urine (5%)[୧]
Identifiers
  • (3R,5S,6E)-7-[3-(4-Fluorophenyl)-1-(propan-2-yl)-1H-indol-2-yl]-3,5-dihydroxyhept-6-enoic acid
ECHA InfoCard100.224.327 Edit this at Wikidata
Chemical and physical data
FormulaC24H26FNO4
Molar mass୪୧୧.୪୭ g·mol−1
3D model (JSmol)
  • O=C(O)C[C@H](O)C[C@H](O)/C=C/c2c(c1ccccc1n2C(C)C)c3ccc(F)cc3
  • InChI=1S/C24H26FNO4/c1-15(2)26-21-6-4-3-5-20(21)24(16-7-9-17(25)10-8-16)22(26)12-11-18(27)13-19(28)14-23(29)30/h3-12,15,18-19,27-28H,13-14H2,1-2H3,(H,29,30)/b12-11+/t18-,19-/m1/s1 checkY
  • Key:FJLGEFLZQAZZCD-MCBHFWOFSA-N checkY
  (verify)

ଫ୍ଲୁଭାଷ୍ଟାଟିନ (ଇଂରାଜୀ ଭାଷାରେ Fluvastatin), ଅନ୍ୟମାନଙ୍କ ମଧ୍ୟରେ ଲେସ୍କୋଲ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତକୋଲେଷ୍ଟେରଲ ଏବଂ ଉଚ୍ଚ ଟ୍ରାଇଗ୍ଲିସେରାଇଡ ଅବସ୍ଥାମାନଙ୍କର ଚିକିତ୍ସା ଏବଂ ହୃଦରୋଗକୁ ପ୍ରତିରୋଧ କରିବା ପାଇଁ ବ୍ୟବହୃତ ହୁଏ ।[୪] [୫] ଏହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୫] ଏହା ପାଟିରେ ଦିଆଯାଏ ।[୪] ଔଷଧର ସର୍ବାଧିକ ପ୍ରଭାବ ପାଇଁ ୪ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଯନ୍ତ୍ରଣା, ବୁକୁଜ୍ୱାଳା, ବାନ୍ତି, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀହାନୀ, ଯକୃତ ସମସ୍ୟା, ଉଚ୍ଚ ରକ୍ତ ଶର୍କରା ଏବଂ ସ୍ମୃତି ସମସ୍ୟା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ଷ୍ଟାଟିନ୍ ଯାହା ଏଚଏମଜି-ସିଓଏ ରିଡକ୍ଟେଜକୁ (HMG-CoA) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୫]

ଫ୍ଲୁଭାଷ୍ଟାଟିନ ୧୯୮୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୯୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] [୫] ସିମ୍‌ଭାଷ୍ଟାଟିନ୍‌ର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୭] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହରେ ଏହି ଔଷଧ ପିଛା ୩ରୁ ୨୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Neuvonen PJ, Backman JT, Niemi M (2008). "Pharmacokinetic comparison of the potential over-the-counter statins simvastatin, lovastatin, fluvastatin and pravastatin". Clinical Pharmacokinetics. 47 (7): 463–74. doi:10.2165/00003088-200847070-00003. PMID 18563955. S2CID 11716425.
  2. ୨.୦ ୨.୧ "Lescol, Lescol XR (fluvastatin) dosing, indications, interactions, adverse effects, and more". Medscape Reference. WebMD. Archived from the original on 18 March 2014. Retrieved 18 March 2014.
  3. Haberfeld H, ed. (2015). Austria-Codex (in German). Vienna: Österreichischer Apothekerverlag.{{cite book}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ ୪.୩ BNF 81: March-September 2021. BMJ Group and the Pharmaceutical Press. 2021. p. 218. ISBN 978-0857114105.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "Fluvastatin Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 13 December 2021.
  6. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 472. ISBN 9783527607495. Archived from the original on 2020-08-19. Retrieved 2021-10-05.
  7. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.