Jump to content

ଫ୍ଲୁନିସୋଲାଇଡ

ଉଇକିପିଡ଼ିଆ‌ରୁ
ଫ୍ଲୁନିସୋଲାଇଡ
Clinical data
Trade namesAerospan, Aerobid, Nasalide, Nasarel, others
Synonyms6α-Fluoro-11β,16α,17,21-tetrahydroxypregna-1,4-diene-3,20-dione acetone cyclic 16,17-acetal
AHFS/Drugs.comInahled: monograph
Nose: monograph
MedlinePlusa681048
Routes of
administration
Inhaled, in the nose
Pharmacokinetic data
Protein binding40% after inhalation
Elimination half-life1.8 hours
Identifiers
  • (1S,2S,4R,8S,9S,11S,12S,13R,19S)-19-fluoro-11-hydroxy-8-(2-hydroxyacetyl)-6,6,9,13-tetramethyl-5,7-dioxapentacyclo[10.8.0.02,9.04,8.013,18]icosa-14,17-dien-16-one
ECHA InfoCard100.020.177 Edit this at Wikidata
Chemical and physical data
FormulaC24H31FO6
Molar mass୪୩୪.୫0 g·mol−1
3D model (JSmol)
  • O=C\1\C=C/[C@]2(/C(=C/1)[C@@H](F)C[C@H]3[C@H]4[C@](C[C@H](O)[C@H]23)([C@@]5(OC(O[C@@H]5C4)(C)C)C(=O)CO)C)C
  • InChI=1S/C24H31FO6/c1-21(2)30-19-9-14-13-8-16(25)15-7-12(27)5-6-22(15,3)20(13)17(28)10-23(14,4)24(19,31-21)18(29)11-26/h5-7,13-14,16-17,19-20,26,28H,8-11H2,1-4H3/t13-,14-,16-,17-,19+,20+,22-,23-,24+/m0/s1 checkY
  • Key:XSFJVAJPIHIPKU-XWCQMRHXSA-N checkY
  (verify)

ହେଉଥିବା

ଫ୍ଲୁନିସୋଲାଇଡ (ଇଂରାଜୀ ଭାଷାରେ Flunisolide), ଅନ୍ୟମାନଙ୍କ ମଧ୍ୟରେ ଏରୋସ୍ପାନ ଏକ ବିକ୍ରୟ ନାମ, ହେଉଛି ଏକ ସ୍ଟିରଏଡ ଔଷଧ ଯାହା ଆଲର୍ଜିକ ନାକ ପ୍ରଦାହ, ଆଜମା ଏବଂ ସେରସ ମଧ୍ୟକର୍ଣ୍ଣ ପ୍ରଦାହ ପାଇଁ ବ୍ୟବହୃତ ହୁଏ । [] [] ଆଲର୍ଜିକ ନାକ ପ୍ରଦାହର ନିୟନ୍ତ୍ରଣ ପାଇଁ ନାସା ମଧ୍ୟସ୍ଥ ଷ୍ଟେରଏଡ ହେଉଛି ସବୁଠାରୁ ପ୍ରଭାବଶାଳୀ ଔଷଧ ।[] ଆଜମା ପାଇଁ ଏହା ପ୍ରଶ୍ୱାସପ୍ରାପ୍ତ ହୁଏ ।

ନାକରେ ବ୍ୟବ‌ହାର କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବ୍ୟବହୃତ ହେଲେ ଫୋଡ଼ିହୁଏ, ନାକରୁ ରକ୍ତସ୍ରାବ, ଆଖିରେ ଜଳୀୟ ପଦାର୍ଥ ଭର୍ତ୍ତି ହୋଇଥାଏ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ । [] ପ୍ରଶ୍ୱାସରେ ଔଷଧ ନେଲେ ଅନ୍ୟାନ୍ୟ ସାଧାରଣ ଲକ୍ଷଣ ମଧ୍ୟରେ ଗଳା ପ୍ରଦାହ, ନାକରୁ ପ୍ରବାହ, ମୁଣ୍ଡବିନ୍ଧା, ଘ୍ରାଣ ଶକ୍ତି ନଷ୍ଟ ହେବା ଏବଂ ଆଡ୍ରେନାଲ୍ ଦମନ ହୋଇପାରେ । ଏହାର ଶକ୍ତିଶାଳୀ ଗ୍ଲୁକୋକର୍ଟିକଏଡ୍ ଏବଂ ଦୁର୍ବଳ ମିନେରାଲକର୍ଟିକଏଡ଼ ପ୍ରଭାବ ରହିଛି ଏବଂ ପ୍ରଦାହ ହ୍ରାସ କରି ଏହା କାର୍ଯ୍ୟକ୍ଷମ ହୋଇଥାଏ ।

ଫ୍ଲୁନିସୋଲାଇଡ୍ ୧୯୫୮ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ବୁଡୋସୋନାଇଡର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଯୁକ୍ତରାଷ୍ଟ୍ରରେ ନାକରେ ସ୍ପ୍ରେ କରିବା ପାଇଁ ୨୫ ମିଲି ଦ୍ରବିଭୂତ ଔଷଧର ମୂଲ୍ୟ ପ୍ରାୟ ୨୬ ଡଲାର ହୋଇଥିବାବେଳେ ୨୦୨୧ ସୁଦ୍ଧା ଆଘ୍ରାଣରେ ନେବା ପାଇଁ ୬୦ ମାତ୍ରାର ମୂଲ୍ୟ ପ୍ରାୟ ୧୦୨ ଡଲାର ଅଟେ ।[] []

  1. "Flunisolide Monograph for Professionals". Drugs.com (in ଇଂରାଜୀ). Archived from the original on 15 April 2017. Retrieved 11 December 2021.
  2. 1 2 "Flunisolide (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 7 April 2016. Retrieved 11 December 2021.
  3. Wallace DV, Dykewicz MS, Bernstein DI, Blessing-Moore J, Cox L, Khan DA, Lang DM, Nicklas RA, Oppenheimer J, Portnoy JM, Randolph CC, Schuller D, Spector SL, Tilles SA (August 2008). "The diagnosis and management of rhinitis: an updated practice parameter". The Journal of Allergy and Clinical Immunology. 122 (2 Suppl): S1-84. doi:10.1016/j.jaci.2008.06.003. PMID 18662584. {{cite journal}}: Unknown parameter |displayauthors= ignored (|display-authors= suggested) (help)
  4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 486. ISBN 9783527607495. Archived from the original on 2021-08-28. Retrieved 2020-10-19.
  5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  6. "Flunisolide Prices, Coupons & Savings Tips - GoodRx". GoodRx. Archived from the original on 9 July 2020. Retrieved 12 December 2021.
  7. "Aerospan HFA Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 December 2021.