Jump to content

ଫୋସାମ‌ପ୍ରେନାଭିର

ଉଇକିପିଡ଼ିଆ‌ରୁ
ଫୋସାମ‌ପ୍ରେନାଭିର
Clinical data
Trade namesLexiva, Telzir
AHFS/Drugs.commonograph
MedlinePlusa604012
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityUnknown
    Protein binding90%
    MetabolismHydrolysed to amprenavir and phosphate in GI tract epithelium
    Elimination half-life7.7 hours
    ExcretionFecal (as metabolites of amprenavir)
    Identifiers
    • {[(2R,3S)-1-[N-(2-methylpropyl)(4-aminobenzene)sulfonamido]-3-({[(3S)-oxolan-3-yloxy]carbonyl}amino)-4-phenylbutan-2-yl]oxy}phosphonic acid
    Chemical and physical data
    FormulaC25H36N3O9PS
    Molar mass585.608 g/mol
    623.700 g/mol (calcium salt)
    3D model (JSmol)
    • O=C(O[C@H]1CCOC1)N[C@@H](Cc2ccccc2)[C@H](OP(=O)(O)O)CN(CC(C)C)S(=O)(=O)c3ccc(N)cc3
    • InChI=1S/C25H36N3O9PS/c1-18(2)15-28(39(33,34)22-10-8-20(26)9-11-22)16-24(37-38(30,31)32)23(14-19-6-4-3-5-7-19)27-25(29)36-21-12-13-35-17-21/h3-11,18,21,23-24H,12-17,26H2,1-2H3,(H,27,29)(H2,30,31,32)/t21-,23-,24+/m0/s1 checkY
    • Key:MLBVMOWEQCZNCC-OEMFJLHTSA-N checkY
      (verify)

    ଫୋସାମ‌ପ୍ରେନାଭିର (ଇଂରାଜୀ ଭାଷାରେ Fosamprenavir), ଲେକ୍ସିଭା ଏବଂ ତେଲଜିର ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[] ଏହା ଅନ୍ୟାନ୍ୟ ଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ, ସାଧାରଣତଃ କମ୍ ରିଟୋନାଭିର ପରିମାଣ ସ‌ହିତ । [] ଏହା ପାଟିରେ ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ସଲଫୋନାମାଇଡ୍ ଆଲର୍ଜି, ଉଚ୍ଚ ରକ୍ତ ଶର୍କରା, ପ୍ରତିରକ୍ଷା ପୁନଃ‌ନିର୍ମାଣ ସିଣ୍ଡ୍ରୋମ, ଅସ୍ୱାଭାବିକ ଲିପିଡ ଏବଂ ବୃକ୍‌କ ପଥର ରୋଗ ହୋଇପାରେ । ଗର୍ଭାବସ୍ଥାରେ ଏହା ବ୍ୟବହୃତ ହୁଏ କିନ୍ତୁ ଏହାର ସୁରକ୍ଷା ଅସ୍ପଷ୍ଟ ରହିଛି | [] ଏହା ଆମ୍ପ୍ରେନାଭିରର ପ୍ରୋ-ଡ୍ରଗ୍ ଓ ଏକ ପ୍ରୋଟିଏଜ ନିରୋଧକ ଅଟେ । []

    ୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଫୋସାମ‌ପ୍ରେଭିର ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ବାବଦ ୨୦୨୧ ସୁଦ୍ଧା ପ୍ରାୟ ୨୬୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।

    1. 1 2 3 "Fosamprenavir Monograph for Professionals". Drugs.com (in ଇଂରାଜୀ). Archived from the original on 28 June 2021. Retrieved 13 December 2021.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 697. ISBN 978-0857114105.
    3. "Fosamprenavir Use During Pregnancy". Drugs.com (in ଇଂରାଜୀ). Archived from the original on 27 June 2021. Retrieved 13 December 2021.
    4. "Telzir". Archived from the original on 15 May 2021. Retrieved 13 December 2021.
    5. "Fosamprenavir Prices, Coupons & Savings Tips - GoodRx". GoodRx. Retrieved 13 December 2021.