Jump to content

ଫୋସଡେନୋପ୍ଟେରିନ

ଉଇକିପିଡ଼ିଆ‌ରୁ
ଫୋସଡେନୋପ୍ଟେରିନ
Clinical data
Trade namesNulibry
SynonymsCyclic pyranopterin monophosphate (cPMP), precursor Z, ALXN1101
AHFS/Drugs.commonograph
data
Routes of
administration
Intravenous
Legal status
Legal status
Identifiers
  • 5-amino-11,11,14-trihydroxy-14-oxo-13,15,18-trioxa-2,4,6,9-tetraza-14λ5-phosphatetracyclo[8.8.0.03,8.012,17]octadeca-3(8),4-dien-7-one
Chemical and physical data
FormulaC10H14N5O8P
Molar mass୩୬୩.୨୨ g·mol−1
3D model (JSmol)
  • NC1=NC(=O)C2=C(N[C@@H]3O[C@@H]4COP(=O)(O)O[C@@H]4C(O)(O)[C@@H]3N2)N1
  • InChI=1S/C10H14N5O8P/c11-9-14-6-3(7(16)15-9)12-4-8(13-6)22-2-1-21-24(19,20)23-5(2)10(4,17)18/h2,4-5,8,12,17-18H,1H2,(H,19,20)(H4,11,13,14,15,16)/t2-,4-,5+,8-/m1/s1
  • Key:CZAKJJUNKNPTTO-AJFJRRQVSA-N

ଫୋସଡେନୋପ୍ଟେରିନ (ଇଂରାଜୀ ଭାଷାରେ Fosdenopterin), ନୋଲିବ୍ରି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୋଲିବଡେନମ କୋଫାକ୍ଟର ଅଭାବ (MoCD) ପ୍ରକାର ୧ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ଦିନକୁ ଥରେ ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶିରାଭ୍ୟନ୍ତର ସମ୍ପର୍କୀୟ ଜଟିଳତା, ଜ୍ୱର, ଶ୍ୱସକ୍ରିୟା ସଂକ୍ରମଣ, ବାନ୍ତି, ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ତରଳ ଝାଡ଼ା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତପଦାହ ଅନ୍ତର୍ଭୁକ୍ତ ହୋଇପାରେ । [] ଏହା ସାଇକ୍ଲିକ୍ ପାଇରାନୋପ୍ଟେରିନ ମୋନୋଫୋସଫେଟର (ସିପିଏମ‌ପି) ଏକ ଉତ୍ପାଦିତ ରୂପ, ଯାହା ଏହାକୁ ବଦଳାଇଥାଏ | []

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ଡାକ୍ତରୀ ବ୍ୟବହାର ପାଇଁ ଫୋସଡେନୋପେରିନ ଅନୁମୋଦିତ ହୋଇଥିଲା ।[][] ୨୦୨୨ ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ [] ଯୁକ୍ତରାଷ୍ଟ୍ରରେ ଏହାର ୯.୫ ମିଗ୍ରା ବିଶିଷ୍ଟ ଏକ ଭାଏଲର ମୂଲ୍ୟ ପ୍ରାୟ ୧୫୦୦ ଡଲାର; ୧୦ କିଲୋଗ୍ରାମ ପିଲାଙ୍କ ପାଇଁ ଏକ ବର୍ଷରେ ପ୍ରାୟ ୫୫୦,୦୦୦ ଡଲାର ଖର୍ଚ୍ଚ ହୁଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Nulibry EPAR". European Medicines Agency (EMA). 18 July 2022. Archived from the original on 14 October 2022. Retrieved 14 October 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ "Nulibry- fosdenopterin hydrobromide injection, powder, for solution". DailyMed. Archived from the original on 20 June 2021. Retrieved 31 March 2021.
  3. "Fosdenopterin". SPS - Specialist Pharmacy Service. 8 January 2016. Archived from the original on 2 March 2022. Retrieved 31 October 2022.
  4. "Nulibry Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 17 May 2021. Retrieved 31 October 2022.