Jump to content

ଫେନୋକ୍ସିବେଞ୍ଜାମିନ

ଉଇକିପିଡ଼ିଆ‌ରୁ
ଫେନୋକ୍ସିବେଞ୍ଜାମିନ
Clinical data
Trade namesDibenzyline
AHFS/Drugs.commonograph
MedlinePlusa682059
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    Pharmacokinetic data
    Elimination half-life24 hours
    Identifiers
    • (RS)-N-Benzyl-N-(2-chloroethyl)-1-phenoxypropan-2-amine
    ECHA InfoCard100.000.406 Edit this at Wikidata
    Chemical and physical data
    FormulaC18H22ClNO
    Molar mass୩୦୩.୮୩ g·mol−1
    3D model (JSmol)
    • ClCCN(C(COc1ccccc1)C)Cc2ccccc2
    • InChI=1S/C18H22ClNO/c1-16(15-21-18-10-6-3-7-11-18)20(13-12-19)14-17-8-4-2-5-9-17/h2-11,16H,12-15H2,1H3 checkY
    • Key:QZVCTJOXCFMACW-UHFFFAOYSA-N checkY
      (verify)

    ଫେନୋକ୍ସିବେଞ୍ଜାମିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡିବେନଜାଇନ, ହେଉଛି ଏକ ଔଷଧ ଯାହା ଫିଓକ୍ରୋମୋସାଇଟୋମା, ପେରିଫେରାଲ୍ ଭାସ୍କୁଲାର୍ ରୋଗ ଏବଂ ମୂତ୍ର ଧାରଣ ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[] ଔଷଧର ପ୍ରଭାବ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ଚୁଣ୍ଟି ହେବା, ଛୋଟ ଆଖି ପୁଅଡୋଳା, ଏବଂ ଠିଆ ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତପିଣ୍ଡର ଦ୍ରୁତ ଗତି ହେତୁ ହୃଦଘାତ ସମସ୍ୟା ସୃଷ୍ଟି ହୋଇପାରେ ।[] ପରଫିରିଆ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା ଏକ ଆଲଫା ବ୍ଲକର୍ ଔଷଧ ।[]

    ୧୯୫୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେନୋକ୍ସିବେଞ୍ଜାମିନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ଏହାର ୬୦ଟି ୧୦ ମିଗ୍ରା ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୮୦୦ ଡଲାର୍ ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ୪୦ ପାଉଣ୍ଡ ଥିଲା ।[]

    1. 1 2 3 4 5 6 7 "Phenoxybenzamine Monograph for Professionals". Drugs.com (in ଇଂରାଜୀ). Archived from the original on 13 August 2021. Retrieved 28 October 2021.
    2. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 195. ISBN 978-0857114105.
    3. 1 2 "Phenoxybenzamine Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 28 October 2021.