ଫିଡାକ୍ସୋମାଇସିନ

ଉଇକିପିଡ଼ିଆ‌ରୁ
ଫିଡାକ୍ସୋମାଇସିନ
Clinical data
Trade namesDificid, Dificlir
SynonymsClostomicin B1, lipiarmicin, lipiarmycin, lipiarmycin A3, OPT-80, PAR 01, PAR-101, tiacumicin B
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
BioavailabilityMinimal systemic absorption[୨]
Elimination half-life11.7 ± 4.80 hours[୨]
ExcretionUrine (<1%), faeces (92%)[୨]
Identifiers
  • 3-(((6-Deoxy-4-O-(3,5-dichloro-2-ethyl-4,6-dihydroxybenzoyl)-2-O-methyl-β-D-mannopyranosyl)oxy)-methyl)-12(R)-[(6-deoxy-5-C-methyl-4-O-(2-methyl-1-oxopropyl)-β-D-lyxo-hexopyranosyl)oxy]-11(S)-ethyl-8(S)-hydroxy-18(S)-(1(R)-hydroxyethyl)-9,13,15-trimethyloxacyclooctadeca-3,5,9,13,15-pentaene-2-one
ECHA InfoCard100.220.590 Edit this at Wikidata
Chemical and physical data
FormulaC52H74Cl2O18
Molar mass୧,୦୫୮.୦୫ g·mol−1
3D model (JSmol)
  • CC[C@H]1/C=C(/[C@H](C/C=C/C=C(/C(=O)O[C@@H](C/C=C(/C=C(/[C@@H]1O[C@H]2[C@H]([C@H]([C@@H](C(O2)(C)C)OC(=O)C(C)C)O)O)\C)\C)[C@@H](C)O)\CO[C@H]3[C@H]([C@H]([C@@H]([C@H](O3)C)OC(=O)C4=C(C(=C(C(=C4O)Cl)O)Cl)CC)O)OC)O)\C
  • InChI=1S/C52H74Cl2O18/c1-13-30-22-26(6)33(56)18-16-15-17-31(23-66-51-45(65-12)42(61)44(29(9)67-51)69-49(64)35-32(14-2)36(53)39(58)37(54)38(35)57)48(63)68-34(28(8)55)20-19-25(5)21-27(7)43(30)70-50-41(60)40(59)46(52(10,11)72-50)71-47(62)24(3)4/h15-17,19,21-22,24,28-30,33-34,40-46,50-51,55-61H,13-14,18,20,23H2,1-12H3/b16-15+,25-19+,26-22+,27-21+,31-17+/t28-,29-,30+,33+,34+,40-,41+,42+,43+,44-,45+,46+,50-,51-/m1/s1 ☒N
  • Key:ZVGNESXIJDCBKN-UUEYKCAUSA-N ☒N
  (verify)

ଫିଡାକ୍ସୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିଫିସିଡ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା କ୍ଲୋଷ୍ଟ୍ରିଡିଓଡେସ ଡିଫିସିଲ ତରଳ ଝାଡ଼ା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଗୁରୁତର ରୋଗରେ ଏହାର ସୀମିତ ବ୍ୟବହାର ହୁଏ ଏବଂ ଏହି କ୍ଷେତ୍ରରେ ଭାଙ୍କୋମାଇସିନ ଅଧିକ ପସନ୍ଦ କରାଯାଏ ।[୩][୪]

ଏହି ଔଷଧ ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟରେ ରକ୍ତସ୍ରାବ, ପେଟ ଯନ୍ତ୍ରଣା, ଆଲର୍ଜି ପ୍ରତିକ୍ରିୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୬] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ମାକ୍ରୋସାଇକ୍ଲିକ୍ ଯାହା ବ୍ୟାକ୍ଟେରିଆର ଆରଏନଏ ପଲିମେରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩] [୫]

୨୦୧୧ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫିଡାକ୍ସୋମାଇସିନ ଅନୁମୋଦିତ ହୋଇଥିଲା ।[୭][୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ବାବଦ ଖର୍ଚ୍ଚ ପ୍ରାୟ 1350 ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ଖର୍ଚ୍ଚ ୪,୧୫୦ ଡଲାର ଅଟେ । [୮] ଏହା ଆକ୍ଟିନୋମାଇସେଟ୍ ଡାକ୍ଟଲୋସ୍ପୋରାଞ୍ଜିଅମ ଅରାଣ୍ଟିକମରୁ ପ୍ରସ୍ତୁତ ହୁଏ ।[୬]

ଆଧାର[ସମ୍ପାଦନା]

  1. "Dificlir EPAR". European Medicines Agency (EMA). Archived from the original on 28 January 2021. Retrieved 18 January 2021.
  2. ୨.୦ ୨.୧ ୨.୨ "Dificid" (PDF). TGA eBusiness Services. Specialised Therapeutics Australia Pty Ltd. 23 April 2013. Archived from the original on 19 January 2021. Retrieved 31 March 2014.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ BNF 81: March-September 2021. BMJ Group and the Pharmaceutical Press. 2021. p. 607. ISBN 978-0857114105.
  4. "Fidaxomicin Monograph for Professionals". Drugs.com (in ଇଂରାଜୀ). Archived from the original on 28 February 2020. Retrieved 10 December 2021.
  5. ୫.୦ ୫.୧ ୫.୨ "Dificlir". Archived from the original on 28 January 2021. Retrieved 10 December 2021.
  6. ୬.୦ ୬.୧ "Dificid- fidaxomicin tablet, film coated Dificid- fidaxomicin granule, for suspension". DailyMed. 18 February 2020. Archived from the original on 7 August 2020. Retrieved 26 March 2020.
  7. "Fidaxomicin Monograph for Professionals". Drugs.com (in ଇଂରାଜୀ). Archived from the original on 28 February 2020. Retrieved 10 December 2021.
  8. "Fidaxomicin Prices, Coupons & Savings Tips - GoodRx". GoodRx. Archived from the original on 29 October 2016. Retrieved 10 December 2021.