ଫିଡାକ୍ସୋମାଇସିନ
Clinical data | |
---|---|
Trade names | Dificid, Dificlir |
Synonyms | Clostomicin B1, lipiarmicin, lipiarmycin, lipiarmycin A3, OPT-80, PAR 01, PAR-101, tiacumicin B |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | Minimal systemic absorption[୨] |
Elimination half-life | 11.7 ± 4.80 hours[୨] |
Excretion | Urine (<1%), faeces (92%)[୨] |
Identifiers | |
| |
ECHA InfoCard | 100.220.590 |
Chemical and physical data | |
Formula | C52H74Cl2O18 |
Molar mass | ୧,୦୫୮.୦୫ g·mol−1 |
3D model (JSmol) | |
| |
| |
(verify) |
ଫିଡାକ୍ସୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିଫିସିଡ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା କ୍ଲୋଷ୍ଟ୍ରିଡିଓଡେସ ଡିଫିସିଲ ତରଳ ଝାଡ଼ା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଗୁରୁତର ରୋଗରେ ଏହାର ସୀମିତ ବ୍ୟବହାର ହୁଏ ଏବଂ ଏହି କ୍ଷେତ୍ରରେ ଭାଙ୍କୋମାଇସିନ ଅଧିକ ପସନ୍ଦ କରାଯାଏ ।[୩][୪]
ଏହି ଔଷଧ ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟରେ ରକ୍ତସ୍ରାବ, ପେଟ ଯନ୍ତ୍ରଣା, ଆଲର୍ଜି ପ୍ରତିକ୍ରିୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୬] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ମାକ୍ରୋସାଇକ୍ଲିକ୍ ଯାହା ବ୍ୟାକ୍ଟେରିଆର ଆରଏନଏ ପଲିମେରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩] [୫]
୨୦୧୧ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫିଡାକ୍ସୋମାଇସିନ ଅନୁମୋଦିତ ହୋଇଥିଲା ।[୭][୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ବାବଦ ଖର୍ଚ୍ଚ ପ୍ରାୟ 1350 ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହାର ଖର୍ଚ୍ଚ ୪,୧୫୦ ଡଲାର ଅଟେ । [୮] ଏହା ଆକ୍ଟିନୋମାଇସେଟ୍ ଡାକ୍ଟଲୋସ୍ପୋରାଞ୍ଜିଅମ ଅରାଣ୍ଟିକମରୁ ପ୍ରସ୍ତୁତ ହୁଏ ।[୬]
ଆଧାର
[ସମ୍ପାଦନା]- ↑ "Dificlir EPAR". European Medicines Agency (EMA). Archived from the original on 28 January 2021. Retrieved 18 January 2021.
- ↑ ୨.୦ ୨.୧ ୨.୨ "Dificid" (PDF). TGA eBusiness Services. Specialised Therapeutics Australia Pty Ltd. 23 April 2013. Archived from the original on 19 January 2021. Retrieved 31 March 2014.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ BNF 81: March-September 2021. BMJ Group and the Pharmaceutical Press. 2021. p. 607. ISBN 978-0857114105.
- ↑ "Fidaxomicin Monograph for Professionals". Drugs.com (in ଇଂରାଜୀ). Archived from the original on 28 February 2020. Retrieved 10 December 2021.
- ↑ ୫.୦ ୫.୧ ୫.୨ "Dificlir". Archived from the original on 28 January 2021. Retrieved 10 December 2021.
- ↑ ୬.୦ ୬.୧ "Dificid- fidaxomicin tablet, film coated Dificid- fidaxomicin granule, for suspension". DailyMed. 18 February 2020. Archived from the original on 7 August 2020. Retrieved 26 March 2020.
- ↑ "Fidaxomicin Monograph for Professionals". Drugs.com (in ଇଂରାଜୀ). Archived from the original on 28 February 2020. Retrieved 10 December 2021.
- ↑ "Fidaxomicin Prices, Coupons & Savings Tips - GoodRx". GoodRx. Archived from the original on 29 October 2016. Retrieved 10 December 2021.