ଫଗୱାରା
Jump to navigation
Jump to search
Phagwara | |
---|---|
city | |
Location in Punjab, India | |
ଅବସ୍ଥିତି: 31°13′N 75°46′E / 31.22°N 75.77°ECoordinates: 31°13′N 75°46′E / 31.22°N 75.77°E | |
Country | ![]() |
State | Punjab |
District | Kapurthala |
ଉଚ୍ଚତା | 234 m (768 ft) |
ଜନସଂଖ୍ୟା (2011)[୧] | |
• ମୋଟ | ୯୭ |
IST (UTC+5:30) | |
ପିନ କୋଡ଼ | 144401 & 144402 (satnampura area) |
Telephone code | 01824 |
ଗାଡ଼ି ପଞ୍ଜିକରଣ | PB 36 & PB 09 |
ଫଗୱାରା ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ପଞ୍ଜାବର କପୁର୍ଥଲ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଫଗୱାରା ୩୧.୨୧୮୫ ଉତ୍ତର ଅକ୍ଷାଂଶ ଓ ୭୫.୭୭୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫଗୱାରା ସହରର ମୋଟ ଜନସଂଖ୍ୟା ୯୫୬୨୬ ଅଟେ ।[୩] ସେଥି ମଧ୍ୟରୁ ୫୩.୯୧% ଜଣ ପରୁଷ ହୋଇଥିବା ବେଳେ ୪୬.୦୯% ଜଣ ନାରୀ ଅଟନ୍ତି । ଫଗୱାରାର ସାକ୍ଷରତା ହାର ୭୬.୫୪% ଅଟେ । ଏହା ଜାତୀୟ ହାର ଠାରୁ -୧୧.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୩.୦୭% ପ୍ରତିଶତ ପୁରୁଷ ଓ ୩୩.୪୭% ନାରୀ ଅଟନ୍ତି । ୧୦.୪୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
ପଞ୍ଜାବୀ ଫଗୱାରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.