ଫଗୱାରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Phagwara
city
Country India
StatePunjab
DistrictKapurthala
Elevation
234 m (768 ft)
Population
 (2011)[୧]
 • Total୯୭,୮୬୪
Time zoneUTC+5:30 (IST)
PIN
144401 & 144402 (satnampura area)
Telephone code01824
ଯାନବାହାନ ପଞ୍ଚୀକରଣPB 36 & PB 09


ଫଗୱାରା ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର କପୁର୍ଥଲ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଫଗୱାରା ୩୧.୨୧୮୫ ଉତ୍ତର ଅକ୍ଷାଂଶ ଓ ୭୫.୭୭୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫଗୱାରା ସହରର ମୋଟ ଜନସଂଖ୍ୟା ୯୫୬୨୬ ଅଟେ ।[୩] ସେଥି ମଧ୍ୟରୁ ୫୩.୯୧% ଜଣ ପରୁଷ ହୋଇଥିବା ବେଳେ ୪୬.୦୯% ଜଣ ନାରୀ ଅଟନ୍ତି । ଫଗୱାରାର ସାକ୍ଷରତା ହାର ୭୬.୫୪% ଅଟେ । ଏହା ଜାତୀୟ ହାରଠାରୁ -୧୧.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୩.୦୭% ପ୍ରତିଶତ ପୁରୁଷ ଓ ୩୩.୪୭% ନାରୀ ଅଟନ୍ତି । ୧୦.୪୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ପଞ୍ଜାବୀ ଫଗୱାରାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]