ପ୍ରୋଡ୍‌ଡୁ‌ଟୁରୁ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Proddatur
ప్రొద్దుటూరు
ଦେଶIndia
ରାଜ୍ୟAndhra Pradesh
RegionRayalaseema
ଜିଲ୍ଲାKadapa
Government
 • TypeMunicipal Council
 • BodyProddatur Municipality
Area
 • City7.125 km2 (2.751 sq mi)
Elevation158 m (518 ft)
Population
 (2011)[୩]
 • City୧,୬୨,୮୧୬
 • Density23,000/km2 (59,000/sq mi)
 • Metro୨,୧୭,୮୯୫
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
516 360[୫]
Telephone code08564[୬]
ISO 3166 code[[ISO 3166-2:IN|]]
ଯାନବାହାନ ପଞ୍ଚୀକରଣAP-04
Literacy78.08%
WebsiteProddatur Municipality

ପ୍ରୋଡ୍‌ଡୁ‌ଟୁରୁ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁଦ୍ଦପହ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପ୍ରୋଡ୍‌ଡୁ‌ଟୁରୁ ୧୪.୭୫୦୨ ଉତ୍ତର ଅକ୍ଷାଂଶ ଓ ୭୮.୫୪୮୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୭]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପ୍ରୋଡ୍‌ଡୁ‌ଟୁରୁ ସହରର ମୋଟ ଜନସଂଖ୍ୟା ୧୬୪୯୩୨ ଅଟେ ।[୮] ସେଥି ମଧ୍ୟରୁ ୫୦.୨୨% ଜଣ ପରୁଷ ହୋଇଥିବା ବେଳେ ୪୯.୭୮% ଜଣ ନାରୀ ଅଟନ୍ତି । ପ୍ରୋଡ୍‌ଡୁ‌ଟୁରୁର ସାକ୍ଷରତା ହାର ୬୩.୭୯% ଅଟେ । ଏହା ଜାତୀୟ ହାରଠାରୁ ୧.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୬% ପ୍ରତିଶତ ପୁରୁଷ ଓ ୨୭.୦୨% ନାରୀ ଅଟନ୍ତି । ୧୨.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୮]

ଭାଷା[ସମ୍ପାଦନା]

ତେଲୁଗୁ ପ୍ରୋଡ୍‌ଡୁ‌ଟୁରୁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Municipal Administration & Urban Development Department. Government of Andhra Pradesh. Archived from the original on 31 July 2014. Retrieved 17 June 2015.
  2. "Elevation for Proddatur". Veloroutes. Retrieved 3 September 2014.
  3. "Cities having population 1 lakh and above" (PDF). The Registrar General & Census Commissioner, India. Retrieved 3 September 2014.
  4. "Urban Agglomerations/Cities having population 1 lakh and above" (PDF). The Registrar General & Census Commissioner, India. Retrieved 3 September 2014. {{cite web}}: line feed character in |publisher= at position 5 (help)
  5. "IndiaPost - Pincode Search - Proddatur". New Delhi, India: India Post. Archived from the original on 2013-06-17. Retrieved 2009-10-19.
  6. "STD Codes (Andhra Pradesh)". Sarkaritel. 2005. Archived from the original on 2009-09-17. Retrieved 2009-10-19.
  7. "Directory of Cities, Towns, and Regions in India". Retrieved 27 September 2015.
  8. ୮.୦ ୮.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]