ପ୍ରୋଟିଓନାମାଇଡ
Clinical data | |
---|---|
Trade names | Trevintix |
Synonyms | Prothionamide |
Identifiers | |
| |
ECHA InfoCard | 100.034.615 |
Chemical and physical data | |
Formula | C9H12N2S |
Molar mass | ୧୮୦.୨୭ g·mol−1 |
3D model (JSmol) | |
| |
| |
(verify) |
ପ୍ରୋଟିଓନାମାଇଡ, (ଇଂରାଜୀ ଭାଷାରେ Protionamide) ପ୍ରୋଥିଓନାମାଇଡ ମଧ୍ୟ ଏକ ବନାନ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଯକ୍ଷ୍ମା ଏବଂ କୁଷ୍ଠରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ବହୁ ଔଷଦ ପ୍ରତିରୋଧ କରୁଥିବା ଯକ୍ଷ୍ମା ରୋଗରେ ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଚିକିତ୍ସା ଯେପରିକି କ୍ଲୋଫାଜିମିନ ମଧ୍ୟ ଉପଯୁକ୍ତ ନୁହେଁ ।[୧] [୨] ଏହା ଅନ୍ୟ ଯକ୍ଷ୍ମା ବିରୋଧୀ ଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[୧] ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଧାତବ ସ୍ୱାଦ, ଶୁଖିଲା ପାଟି ଏବଂ ଅଇ ଲାଗେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ମଦ୍ୟପାନ କରିବା ସମୟରେ ଏହାକୁ ଏଡ଼ାଇବା ଉଚିତ୍ ।[୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ଏହାର ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ରାସାୟନିକ ଭାବରେ ଏଥିଓନାମାଇଡ ସହିତ ସମତୁଲ ।[୨]
୧୯୫୬ ମସିହାରେ ପ୍ରୋଟିଓନାମାଇଡ ଆବିଷ୍କୃତ ହୋଇଥିଲା ।[୩] ଏହା ବ୍ରିଟେନ କିମ୍ବା ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ନୁହେଁ ।[୪] [୨] ଏଥିଓନାମାଇଡର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୫] ୨୦୦୯ ରେ ଏହା ଅପେକ୍ଷାକୃତ ମହଙ୍ଗା ଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Protionamide 250 mg Tablets" (PDF). WHO. Archived (PDF) from the original on 16 September 2023. Retrieved 13 September 2023.
- ↑ ୨.୦ ୨.୧ ୨.୨ ୨.୩ Bennett, John E.; Dolin, Raphael; Blaser, Martin J.; Mandell, Gerald L. (19 October 2009). Mandell, Douglas, and Bennett's Principles and Practice of Infectious Diseases E-Book (in ଇଂରାଜୀ). Elsevier Health Sciences. p. 546. ISBN 978-1-4377-2060-0. Archived from the original on 16 September 2023. Retrieved 13 September 2023.
- ↑ Dougherty, Thomas J.; Pucci, Michael J. (21 December 2011). Antibiotic Discovery and Development (in ଇଂରାଜୀ). Springer Science & Business Media. p. 720. ISBN 978-1-4614-1399-8. Archived from the original on 16 September 2023. Retrieved 13 September 2023.
- ↑ "Prothionamide". TB DRUG MONOGRAPHS (in ଇଂରାଜୀ). Archived from the original on 30 November 2021. Retrieved 13 September 2023.
- ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.