Jump to content

ପ୍ରୋକେନାମାଇଡ

ଉଇକିପିଡ଼ିଆ‌ରୁ
ପ୍ରୋକେନାମାଇଡ
Clinical data
Pronunciation/prˈknəmd/
Trade namesPronestyl, Procan, Procanbid, others
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    IV, IM, by mouth[]
    Legal status
    Legal status
    • UK: POM (Prescription only)
    Pharmacokinetic data
    Bioavailability85% (by mouth)
    Protein binding15 to 20%
    MetabolismLiver (CYP2D6-mediated)
    Onset of actionWithin 30 min[]
    Elimination half-life~2.5 to 4.5 hours
    ExcretionKidney
    Identifiers
    • 4-amino-N-(2-diethylaminoethyl) benzamide
    ECHA InfoCard100.000.072 Edit this at Wikidata
    Chemical and physical data
    FormulaC13H21N3O
    Molar mass୨୩୫.୩୩ g·mol−1
    3D model (JSmol)
    • O=C(c1ccc(N)cc1)NCCN(CC)CC
    • InChI=1S/C13H21N3O/c1-3-16(4-2)10-9-15-13(17)11-5-7-12(14)8-6-11/h5-8H,3-4,9-10,14H2,1-2H3,(H,15,17) checkY
    • Key:REQCZEXYDRLIBE-UHFFFAOYSA-N checkY
      (verify)

    ପ୍ରୋକେନାମାଇଡ ହେଉଛି ଏକ ଆଣ୍ଟିଆରିଦମିକ ଔଷଧ ।[] ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ସହିତ ଅନିୟମିତ ହୃତ୍ ସ୍ପନ୍ଦନ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଲୋକମାନେ ଅନ୍ୟଥା ସ୍ଥିର ଥାଆନ୍ତି ।[] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ମାଲିଗନାଣ୍ଟ ହାଇପରଥର୍ମିଆ ଉଲ୍ଲେଖନୀୟ ।[] ଏହା ସାଧାରଣତଃ ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ଏହାର ପ୍ରଭାବ ଆରମ୍ଭ ସାଧାରଣତଃ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଗଲୁ, ଜ୍ୱର ଏବଂ ଆଞ୍ଜିଓଇଡିମା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା କାମ କମିଯାଏ, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ [] ଗର୍ଭାବସ୍ଥାର ଶେଷ ଭାଗରେ ଭାଗରେ ଏହା ନିରାପଦ ବୋଲି ବିଶ୍ୱାସ କରାଯାଏ ।[] ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ । [] ଏହାକୁ 'ଲା ଭନ ଉଇଲିଅମ ଆଣ୍ଟିଆରିଦମିକ' ଶ୍ରେଣୀଭୁକ୍ତ ।[] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ, କିନ୍ତୁ ହୃତ୍‌ପିଣ୍ଡ ମାଂସପେଶୀର ଜୀବକୋଷରେ ସୋଡିୟମ୍ ଚ୍ୟାନେଲ୍ ଅବରୋଧ ହୋଇପାରେ ।[]

    ୧୯୫୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୋକେନାମାଇଡ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଏହା କେବଳ ସ୍ୱତନ୍ତ୍ର ଅର୍ଡରଦ୍ୱାରା ଉପଲବ୍ଧ ।[]

    1. 1 2 3 4 5 6 7 8 9 10 11 12 "Procainamide Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 25 December 2020.
    2. 1 2 "Procainamide Use During Pregnancy". Drugs.com (in ଇଂରାଜୀ). Archived from the original on 2 December 2020. Retrieved 25 December 2020.
    3. Nitzki-George, Diane (2003). Generic Alternatives to Prescription Drugs (in ଇଂରାଜୀ). Basic Health Publications, Inc. p. 882. ISBN 978-1-59120-098-7. Archived from the original on 2021-08-29. Retrieved 2020-12-25.
    4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 108. ISBN 978-0-85711-369-6.{{cite book}}: CS1 maint: date format (link)