Jump to content

ପ୍ରେଡନିକାର୍ବେଟ

ଉଇକିପିଡ଼ିଆ‌ରୁ
ପ୍ରେଡନିକାର୍ବେଟ
Clinical data
Trade namesDermatop, others
Synonyms{2-[(8S,9S,10R,11S,13S,14S,17R)-17-ethoxycarbonyloxy-11-hydroxy-10,13-dimethyl-3-oxo-7,8,9,11,12,14,15,16-octahydro-6H-cyclopenta[a]phenanthren-17-yl]-2-oxoethyl} propanoate
AHFS/Drugs.commonograph
MedlinePlusa604021
Routes of
administration
Topical
Identifiers
  • 17-[(Ethoxycarbonyl)oxy]-11β-hydroxy-3,20-dioxopregna-1,4-dien-21-yl propionate
ECHA InfoCard100.070.516 Edit this at Wikidata
Chemical and physical data
FormulaC27H36O8
Molar mass୪୮୮.୫୮ g·mol−1
3D model (JSmol)
  • O=C(OCC(=O)[C@@]1(OC(=O)OCC)CC[C@H]2[C@H]4[C@H]([C@@H](O)C[C@]12C)[C@]/3(/C=C\C(=O)\C=C\3CC4)C)CC
  • InChI=1S/C27H36O8/c1-5-22(31)34-15-21(30)27(35-24(32)33-6-2)12-10-19-18-8-7-16-13-17(28)9-11-25(16,3)23(18)20(29)14-26(19,27)4/h9,11,13,18-20,23,29H,5-8,10,12,14-15H2,1-4H3/t18-,19-,20-,23+,25-,26-,27-/m0/s1 ☒N
  • Key:FNPXMHRZILFCKX-KAJVQRHHSA-N ☒N
  (verify)

ପ୍ରେଡନିକାର୍ବେଟ (ଇଂରାଜୀ ଭାଷାରେ Prednicarbate), ଅନ୍ୟମାନଙ୍କ ମଧ୍ୟରେ ଡର୍ମାଟପ୍ ଏକ ବିକ୍ରୟ ନାମ, ହେଉଛି ଏକ କର୍ଟିକୋଷ୍ଟିରଏଡ ଯାହା ଆଟୋପିକ ଡର୍ମାଟାଇଟିସ, ସୋରିଆସିସ ଏବଂ ଆଲର୍ଜି କଣ୍ଟାକ୍ଟ ଡର୍ମାଟାଇଟିସ୍ ଭଳି ଚର୍ମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, ଉତ୍ତେଜନା, ଚର୍ମ ପତଳା ହୋଇଯିବା, ବ୍ରଣ, ବର୍ଣ୍ଣକତା ବା ପିଗମେଣ୍ଟେସନ୍ ହ୍ରାସ, ଚର୍ମରେ ଗାର ପଡ଼ିଯିବା ଏବଂ ଟେଲାଞ୍ଜିଏକ୍ଟାସିଆ ଅନ୍ତର୍ଭୁକ୍ତ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା ଏବଂ କୁସିଂ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ | [୧] ଏହା ଏକ ମଧ୍ୟମ ଶକ୍ତି ଷ୍ଟେରଏଡ୍ ଭାବରେ ବିବେଚନା କରାଯାଏ | [୧]

୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ପ୍ରିଡନିକାର୍ବେଟ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ଏକ ୬୦ ଗ୍ରାମ ଟ୍ୟୁବ ବିଶିଷ୍ଟ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୪ ଡଲାର ଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Prednicarbate Monograph for Professionals". Drugs.com (in ଇଂରାଜୀ). Archived from the original on 26 September 2020. Retrieved 29 October 2021.
  2. ୨.୦ ୨.୧ "Prednicarbate Prices, Coupons & Savings Tips - GoodRx". GoodRx. Archived from the original on 10 June 2016. Retrieved 29 October 2021.