ପ୍ରୁକାଲୋପ୍ରାଇଡ

ଉଇକିପିଡ଼ିଆ‌ରୁ
ପ୍ରୁକାଲୋପ୍ରାଇଡ
Clinical data
Trade namesPrudac, Resolor, Resotran, other
AHFS/Drugs.commonograph
MedlinePlusa619011
data
Pregnancy
category
  • AU: B1
  • US: N (Not classified yet)
Routes of
administration
By mouth
Legal status
Legal status
  • UK: POM (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Identifiers
  • 4-Amino-5-chloro-N-[1-(3-methoxypropyl)piperidin-4-yl]-2,3-dihydro-1-benzofuran-7-carboxamide
Chemical and physical data
FormulaC18H26ClN3O3
Molar mass୩୬୭.୮୭ g·mol−1
3D model (JSmol)
  • COCCCN1CCC(CC1)NC(=O)C2=CC(=C(C3=C2OCC3)N)Cl
  • InChI=1S/C18H26ClN3O3/c1-24-9-2-6-22-7-3-12(4-8-22)21-18(23)14-11-15(19)16(20)13-5-10-25-17(13)14/h11-12H,2-10,20H2,1H3,(H,21,23) ☒N
  • Key:ZPMNHBXQOOVQJL-UHFFFAOYSA-N ☒N
  (verify)

ପ୍ରୁକାଲୋପ୍ରାଇଡ, ଏକ ବେପାର ନାମ ରେଜୋଲର, ହେଉଛି ଏକ ଔଷଧ ଯାହା କୌଣସି ଅଜ୍ଞାତ କାରଣରୁ କ୍ରନିକ କୋଷ୍ଠକାଠିନ୍ୟ ହେଉଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] କୌଣସି ରେଚକ ବା ଲାକ୍ସେଟିଭ ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୋଇପାରେ; ଯଦିଓ ସ୍କଟଲ୍ୟାଣ୍ଡରେ ଏହାର ବ୍ୟବ‌ହାର ସୁପାରିଶ କରାଯାଏ ନାହିଁ ।[୩] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ୫-ଏଚଟି(5-HT4ରିସେପ୍ଟର) ଆଗୋନିଷ୍ଟ ଯାହା ଅନ୍ତନଳୀକୁ ଅଧିକ ଗତିଶୀଳ କରେ ଓ ଏହାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[୧]

୨୦୦୯ ମସିହାରେ ୟୁରୋପରେ,[୧] ୨୦୧୧ରେ କାନାଡାରେ,[୪] ୨୦୧୪ରେ ଇସ୍ରାଏଲରେ,[୫] ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୁକାଲୋପ୍ରାଇଡ ଅନୁମୋଦିତ ହୋଇଥିଲା। [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ୪ ସପ୍ତାହ ଖର୍ଚ୍ଚର ମୂଲ୍ୟ ୬୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Resolor". Archived from the original on 31 January 2010. Retrieved 29 October 2021.
  2. ୨.୦ ୨.୧ ୨.୨ ୨.୩ "Prucalopride Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 29 October 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 64. ISBN 978-0857114105.
  4. "Health Canada, Notice of Decision for Resotran". hc-sc.gc.ca. Archived from the original on 18 March 2017. Retrieved 1 May 2018.
  5. "Digestive Remedies in Israel". www.euromonitor.com. Archived from the original on 13 March 2018. Retrieved 1 May 2018.
  6. "Motegrity Prices, Coupons & Savings Tips - GoodRx". GoodRx. Retrieved 29 October 2021.