ପ୍ରାମୋକେନ

ଉଇକିପିଡ଼ିଆ‌ରୁ
ପ୍ରାମୋକେନ
Clinical data
Trade namesAnalpram, Fleet Pain-Relief, Itch-X, Preparation H, others
SynonymsPramoxine, pramoxine HCI
AHFS/Drugs.commonograph
MedlinePlusa682429
Routes of
administration
Topical, rectal, Vaginal
Legal status
Legal status
  • Depends on country, some formulations OTC others Rx only
Identifiers
  • 4-[3-(4-Butoxyphenoxy)propyl]morpholine
ECHA InfoCard100.004.933 Edit this at Wikidata
Chemical and physical data
FormulaC17H27NO3
Molar mass୨୯୩.୪୧ g·mol−1
3D model (JSmol)
  • O(c2ccc(OCCCN1CCOCC1)cc2)CCCC
  • InChI=1S/C17H27NO3/c1-2-3-12-20-16-5-7-17(8-6-16)21-13-4-9-18-10-14-19-15-11-18/h5-8H,2-4,9-15H2,1H3 checkY
  • Key:DQKXQSGTHWVTAD-UHFFFAOYSA-N checkY
  (verify)

ପ୍ରାମୋକେନ (ଇଂରାଜୀ ଭାଷାରେ Pramocaine), ଯାହାକୁ ପ୍ରାମୋକ୍ସାଇନ (pramoxine) ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା ଅର୍ଶ କିମ୍ବା କୀଟ କାମୁଡ଼ାରେ ହେଉଥିବା ଯନ୍ତ୍ରଣା ଏବଂ ଗଲୁର ଉପଶମ କରିବା ନିମନ୍ତେ ବ୍ୟବହୃତ ହୁଏ ।[୧] [୨] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧] କର୍ଟିକୋଷ୍ଟିରଏଡ ସହିତ ମିଶ୍ରଣ ଭାବରେ ମଧ୍ୟ ଏହା ମିଳୁଅଛି ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥଳରେ ଜ୍ୱାଳା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ହୋଇପାରେ; ଏହା ସାଧାରଣତଃ ନିରାପଦ ଅଟେ ଯଦିଓ ଅନ୍ୟ ସ୍ଥାନୀୟ ନିଶ୍ଚେତକ ବ୍ୟବ‌ହାର କଲେ ପ୍ରତିକ୍ରିୟା ଥାଏ ।[୧] ଏହା ସ୍ନାୟୁକୋଷଗୁଡ଼ିକର କୋଷ ଆବରଣକୁ ଦୃଢ଼ କରିଦିଏ ।[୧]

୧୯୫୩ ମସିହାରେ ପ୍ରାମୋକେନ ବିଷୟ ବର୍ଣ୍ଣନା କରାଯାଇଥିଲା ।[୩] ଏହା କାଉଣ୍ଟର ଉପରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଗୋଟିଏ ଔଷଧ ବୋତଲର ମୂଲ୍ୟ ପ୍ରାୟ ୫ ଡଲାର ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pramoxine Monograph for Professionals". Drugs.com (in ଇଂରାଜୀ). Archived from the original on March 4, 2021. Retrieved 29 October 2021.
  2. BNF 81: March-September 2021. BMJ Group and the Pharmaceutical Press. 2021. p. 103. ISBN 978-0857114105.
  3. SCHMIDT, JL; BLOCKUS, LE; RICHARDS, RK (November 1953). "The pharmacology of pramoxine hydrochloride: a new topical local anesthetic". Current researches in anesthesia & analgesia. 32 (6:1): 418–25. PMID 13107298.
  4. "Compare Pramoxine Hcl Prices - GoodRx". GoodRx. Retrieved 29 October 2021.