ପ୍ରଫୁଲ୍ଲ ସାମନ୍ତରା

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ ସାମନ୍ତରା
ଜନ୍ମ1952 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାଭାରତୀୟ
ଶିକ୍ଷାଆଇନ ଓ ଅର୍ଥନୀତି
ପ୍ରସିଦ୍ଧିତୃଣମୂଳ ପରିବେଶବାଦ
ପୁରସ୍କାରଗୋଲ୍ଡମ୍ୟାନ ପରିବେଶ ପୁରସ୍କାର (୨୦୧୭)

ପ୍ରଫୁଲ୍ଲ ସାମନ୍ତରା (ଜନ୍ମ ୧୯୫୨) ଓଡ଼ିଶାର ଜଣେ ଭାରତୀୟ ପରିବେଶ କାର୍ଯ୍ୟକର୍ତ୍ତା ।[୧] ସେ ଡଙ୍ଗରିଆ କନ୍ଧମାନଙ୍କ ମୁଖପାତ୍ର ଭାବେ ନିୟମଗିରି ପାହାଡ଼ ରେଞ୍ଜରେ ବକ୍ସାଇଟ ଖଣି ପାଇଁ ଯୋଜନାକୁ ବିରୋଧ କରିଆସିଛନ୍ତି ।[୨] ୨୦୧୩ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଖଣି ଯୋଜନାକୁ ବନ୍ଦ କରିବା ନିମନ୍ତେ ଏକ ରାୟ ଦେଇଥିଲା ।[୧] ୨୦୧୭ରେ ସାମନ୍ତରାଙ୍କୁ ଗୋଲ୍ଡମ୍ୟାନ ପରିବେଶ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ରଚନାବଳୀ[ସମ୍ପାଦନା]

  • ପ୍ରଫୁଲ୍ଲ ସାମନ୍ତରା (1 January 2005), ବଜାରୀକରଣ ଜଳରୁ ଜଳମୁକ୍ତି ଅଭିଯାନ, ଲୋକଶକ୍ତି ଅଭିଯାନ, Wikidata Q107562430

ଆଧାର[ସମ୍ପାଦନା]

  1. ୧.୦ ୧.୧ "Prafulla Samantra: Indian environmental activist". geographical.co.uk. Archived from the original on 5 May 2019. Retrieved 10 October 2019.
  2. Rusby, Erin Banks (25 April 2017). "When You Unite to Defend Your Home, Winning is Just a Matter of Time and Persistence". Earth Island Journal. Retrieved 10 October 2019.
  3. "Prafulla Samantara. 2017 Goldman Prize Recipient Asia". goldmanprize.org. Retrieved 10 October 2019.