ପ୍ରଫୁଲ୍ଲ ସାମନ୍ତରା

ଉଇକିପିଡ଼ିଆ‌ରୁ
ପ୍ରଫୁଲ୍ଲ ସାମନ୍ତରା
ଜନ୍ମ1952 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାଭାରତୀୟ
ଶିକ୍ଷାଆଇନ ଓ ଅର୍ଥନୀତି
ଜଣାଶୁଣାତୃଣମୂଳ ପରିବେଶବାଦ
ପୁରସ୍କାର(ଗୁଡ଼ିକ)ଗୋଲ୍ଡମ୍ୟାନ ପରିବେଶ ପୁରସ୍କାର (୨୦୧୭)

ପ୍ରଫୁଲ୍ଲ ସାମନ୍ତରା (ଜନ୍ମ ୧୯୫୨) ଓଡ଼ିଶାର ଜଣେ ଭାରତୀୟ ପରିବେଶ କାର୍ଯ୍ୟକର୍ତ୍ତା ।[୧] ସେ ଡଙ୍ଗରିଆ କନ୍ଧମାନଙ୍କ ମୁଖପାତ୍ର ଭାବେ ନିୟମଗିରି ପାହାଡ଼ ରେଞ୍ଜରେ ବକ୍ସାଇଟ ଖଣି ପାଇଁ ଯୋଜନାକୁ ବିରୋଧ କରିଆସିଛନ୍ତି ।[୨] ୨୦୧୩ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଖଣି ଯୋଜନାକୁ ବନ୍ଦ କରିବା ନିମନ୍ତେ ଏକ ରାୟ ଦେଇଥିଲା ।[୧] ୨୦୧୭ରେ ସାମନ୍ତରାଙ୍କୁ ଗୋଲ୍ଡମ୍ୟାନ ପରିବେଶ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ରଚନାବଳୀ[ସମ୍ପାଦନା]

  • ପ୍ରଫୁଲ୍ଲ ସାମନ୍ତରା (1 January 2005), ବଜାରୀକରଣ ଜଳରୁ ଜଳମୁକ୍ତି ଅଭିଯାନ, ଲୋକଶକ୍ତି ଅଭିଯାନ, Wikidata Q107562430

ଆଧାର[ସମ୍ପାଦନା]

  1. ୧.୦ ୧.୧ "Prafulla Samantra: Indian environmental activist". geographical.co.uk. Archived from the original on 5 May 2019. Retrieved 10 October 2019.
  2. Rusby, Erin Banks (25 April 2017). "When You Unite to Defend Your Home, Winning is Just a Matter of Time and Persistence". Earth Island Journal. Retrieved 10 October 2019.
  3. "Prafulla Samantara. 2017 Goldman Prize Recipient Asia". goldmanprize.org. Retrieved 10 October 2019.

Lua error in package.lua at line 80: module 'Module:Authority control/config' not found.