ପୋର୍ଟାଲ:ବିଜ୍ଞାନ/Selected article
ଦେଖଣା
Selected article 1
ପୋର୍ଟାଲ:ବିଜ୍ଞାନ/Selected article/1
| ଗାଇରୋସ୍କୋପ (English: Gyroscope) ହେଉଛି ଏକ ଯନ୍ତ୍ର ଯାହାକି ଅପେକ୍ଷାକୃତ ଓଜନିଆ ଘୂର୍ଣ୍ଣନ ଚକ୍ରି (spinning rotor) ଦ୍ଵାରା ତିଆରି ହୋଇଥାଏ । ଏହା ଚକ୍ରି (rotor)ର କୌଣସି ପ୍ରକାରର ଅକ୍ଷ ପରିବର୍ତ୍ତନକୁ ପ୍ରତିରୋଧ କରେ । ଘୂରୁଥିବା ନଟୁ ଏହାର ଏକ ଉଦାହରଣ ଅଟେ । ଆଧୁନିକ ସମାଜ ରେ ଏହାର ବହୁତ ବ୍ୟବହାର ପରିଲକ୍ଷିତ ହେଉଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରଠାରୁ ଏହାର ବ୍ୟବହର ବିଶେଷ କରି ଉଡାଜାହାଜ, ଜାହାଜ ,ବମ୍ସାଇଟ୍ (Bombsight), କ୍ଷେପଣାସ୍ତ୍ର ଇତ୍ୟାଦି କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଉଛି । |
Selected article 2
ପୋର୍ଟାଲ:ବିଜ୍ଞାନ/Selected article/2
| ମାଇକ୍ରୋପ୍ରୋସେସରର ଉଦ୍ଭାବନ ପୂର୍ବରୁ, କମ୍ପ୍ୟୁଟର ଗୁଡିକ ବିଶାଳ କାର୍ଡ଼ର ଯନ୍ତା ଭଳି ବା ମେନଫ୍ରେମ ସହ ବହୁଗୁଡ଼ିଏ ତାର ଯୋଡ଼ା ହୋଇ ତିଆରି କରାଯାଉଥିଲା; ଯାହା ମଧ୍ୟରେ ଅନେକ ଗୁଡିଏ ଧାରକ(ସ୍ଲଟ) ରହୁଥିଲା। ପୁରାତନ ଗଠନ ପ୍ରଣାଳୀରେ ତାର ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ କାର୍ଡ଼ ଓ ପିନ ମାନଙ୍କୁ ସଂଯୋଗ କରୁଥିଲେ, କିନ୍ତୁ ଚିତ୍ରିତ ସର୍କିଟ ବୋର୍ଡ଼ ପରେ ମାନକ ହୋଇଗଲା। ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ବା କେନ୍ଦ୍ରୀୟ ସଂଗଣକ ବିଭାଗ (ସି.ପି.ୟୁ.), ମେମୋରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରାଂଶ ଗୁଡ଼ିକ ଅଲଗା ଅଲଗା ଚିତ୍ରିତ ସର୍କିଟ ବୋର୍ଡ଼ରେ ଏକ ବଡ଼ ପ୍ଲେଟରେ ଲଗାଯାଉଥିଲା । ୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା। ୧୯୮୦ ଦଶକର ଶେଷ ଭାଗରେ ମଦରବୋର୍ଡ଼ ଗୁଡ଼ିକରେ ଆଇ.ସି. (ଇଣ୍ଟିଗ୍ରେଟେଡ଼ ଚିପ)ର ବ୍ୟବହାର ପାଇଁ ସହିତ ସ୍ୱଳ୍ପ ବେଗ ବିଶିଷ୍ଟ ଆନୁସଙ୍ଗିକ ଯେପରିକି: କି ବୋର୍ଡ଼, ମାଉସ, ଫ୍ଲପି ଡିସ୍କ, ସିରିଆଲ ପୋର୍ଟ ଓ ପାରାଲେଲ ପୋର୍ଟ ଆଦି ସହଜରେ ସଂଯୁକ୍ତ କରାଯାଇପାରିଲା। ଏଥିସହିତ ୧୯୯୦ ଦଶକର ଶେଷ ଭାଗରେ ବ୍ୟକ୍ତିଗତ କମ୍ପୁଟର ଗୁଡ଼ିକରେ ସମସ୍ତ ଅଡ଼ିଓ ଏବଂ ଭିଡ଼ିଓ ସହିତ ନେଟୱାର୍କିଂ ର ସୁବିଧା କୌଣସି ବାହ୍ୟିକ ଆନୁସଙ୍ଗିକ କାର୍ଡ଼ ବ୍ୟବହାର ବିନା ମଧ୍ୟ ହୋଇପାରିଲା। ଆରମ୍ଭ ସମୟର କିଛି ମଦରବୋର୍ଡ଼ ବନାଉଥିବା କମ୍ପାନୀ ଗୁଡ଼ିକ ହେଲେ ମାଇକ୍ରୋନିକ୍ସ, ମାଇଲେକ୍ସ, ଆମେରିକାନ ମେଗାଟ୍ରେଣ୍ଡସ ଇନକର୍ପୋରେଟେଡ଼, ଅର୍ଚିଡ଼ ଟେକ୍ନୋଲୋଜି, ଇଲାଇଟ ଗ୍ରୁପ, ଡାଇମଣ୍ଡ ଫ୍ଲାଓର ଇନକର୍ପୋରେଟେଡ଼ ଏବଂ ଅନେକ ତାଇୱାନ ଦେଶୀୟ କମ୍ପାନୀ । ବହୁଳ ବ୍ୟବହାର ହେଉଥିବା ଆପଲ-୨ ଓ ଆଇ.ବି.ଏମ. ବ୍ୟକ୍ତିଗତ କମ୍ପୁଟର, ସଂପୂର୍ଣ୍ଣ ବିଷୟ ଜ୍ଞାନ ସହ ମଦରବୋର୍ଡ ବାହାର କରିବାରୁ, ପଛୁଆ-ଯାନ୍ତ୍ରିକ ବିଜ୍ଞାନ ସହାୟତାରେ ତୃତୀୟ ପକ୍ଷ ଅତି ଶିଘ୍ର ନୂଆ ମଦରବୋର୍ଡ଼ ବାହାର କରିପାରିଲେ। ଫଳରେ ଅନେକ ମଦରବୋର୍ଡ଼ ଗୁଡ଼ିକ ଉପଯୋଗିତା ମାନ ଉନ୍ନତ ହୋଇପାରିଲା । |
Selected article 3
ପୋର୍ଟାଲ:ବିଜ୍ଞାନ/Selected article/3
| ଓମ୍ଙ୍କ ନିୟମ ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ୍ ବିଭାବାନ୍ତର ସହ ସମାନୁପାତି । ପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ ।
ଏଠାରେ I ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ (ଆମ୍ପିଅର ଏକକରେ), V ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ (ଭୋଲ୍ଟ ଏକକରେ) ଓ R ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ (ଓମ୍ ଏକକରେ) । ଏହି ନିୟମଟି ଜର୍ମାନ ଗଣିତଜ୍ଞ ଜର୍ଜ୍ ଓମ୍ଙ୍କ ନାମ ଅନୁସାରେ ନାମିତ ହୋଇଅଛି । |
Selected article 4
Selected article 5
Selected article 6
Selected article 7
Selected article 8
Selected article 9
Selected article 10
Selected article 11
Selected article 12
Selected article 13
Selected article 14
Selected article 15
Selected article 16
Selected article 17
Selected article 18
Selected article 19
Selected article 20
Selected article 21
Selected article 22
Selected article 23
Selected article 24
Selected article 25
Selected article 26
Selected article 27
Selected article 28
Selected article 29
Selected article 30
Selected article 31
Selected article 32
Selected article 33
Selected article 34
Selected article 35
Selected article 36
Selected article 37
Selected article 38
Selected article 39
Selected article 40
Selected article 41
Selected article 42
Selected article 43
Selected article 44
Selected article 45
Selected article 46
Selected article 47
Selected article 48
Selected article 49
Selected article 50