ପୋର୍ଟାଲ:ବିଜ୍ଞାନ/Selected article/1

ଉଇକିପିଡ଼ିଆ‌ରୁ
ଏକ ଗଇରୋସ୍କୋପ
ଗାଇରୋସ୍କୋପ (English: Gyroscope) ହେଉଛି ଏକ ଯନ୍ତ୍ର ଯାହାକି ଅପେକ୍ଷାକୃତ ଓଜନିଆ ଘୂର୍ଣ୍ଣନ ଚକ୍ରି (spinning rotor) ଦ୍ଵାରା ତିଆରି ହୋଇଥାଏ । ଏହା ଚକ୍ରି (rotor)ର କୌଣସି ପ୍ରକାରର ଅକ୍ଷ ପରିବର୍ତ୍ତନକୁ ପ୍ରତିରୋଧ କରେ । ଘୂରୁଥିବା ନଟୁ ଏହାର ଏକ ଉଦାହରଣ ଅଟେ । ଆଧୁନିକ ସମାଜ ରେ ଏହାର ବହୁତ ବ୍ୟବହାର ପରିଲକ୍ଷିତ ହେଉଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ ପରଠାରୁ ଏହାର ବ୍ୟବହର ବିଶେଷ କରି ଉଡାଜାହାଜ, ଜାହାଜ ,ବମ୍‌ସାଇଟ୍ (Bombsight), କ୍ଷେପଣାସ୍ତ୍ର ଇତ୍ୟାଦି କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଉଛି ।
ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...