ପେରାମପାନେଲ

ଉଇକିପିଡ଼ିଆ‌ରୁ
ପେରାମପାନେଲ
Skeletal formula of perampanel
Ball-and-stick model of the perampanel molecule
Clinical data
Trade namesFycompa
SynonymsE2007
AHFS/Drugs.commonograph
MedlinePlusa614006
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability116%[୫]
Protein binding95–96%
MetabolismHepatic, mostly via CYP3A4 and/or CYP3A5
Elimination half-life105 hours, 295 hours (moderate hepatic impairment)
Excretion70% faeces, 30% urine
Identifiers
  • 5'-(2-cyanophenyl)-1'-phenyl-2,3'-bipyridinyl-6'(1H)-one
ECHA InfoCard100.219.846 Edit this at Wikidata
Chemical and physical data
FormulaC23H15N3O
Molar mass୩୪୯.୩୯ g·mol−1
3D model (JSmol)
  • N#Cc2ccccc2-c1cc(-c4ncccc4)cn(c1=O)-c3ccccc3
  • InChI=1S/C23H15N3O/c24-15-17-8-4-5-11-20(17)21-14-18(22-12-6-7-13-25-22) 16-26(23(21)27)19-9-2-1-3-10-19/h1-14,16H ☒N
  • Key:PRMWGUBFXWROHD-UHFFFAOYSA-N ☒N
  (verify)

ପେରାମପାନେଲ, ଏକ ବିକ୍ରୟ ନାମ ଫାଇକୋମ୍ପା, ହେଉଛି ଏକ ଔଷଧ ଯାହା ଆଂଶିକ ବାତ ଏବଂ ସାଧାରଣ ଟନିକ୍-କ୍ଲୋନିକ୍ ବାତ ଆକ୍ରାନ୍ତ ରୋଗୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ହୁଏତ ଅନ୍ୟ ଔଷଧ ମିଶ୍ରଣ ବ୍ୟତୀତ କିମ୍ବା ସ‌ହିତ ବ୍ୟବହୃତ ହୁଏ ।[୬] [୭] ଏହା ପାଟିରେ ଦିଆଯାଏ ।[୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁଭାବ, ବିରକ୍ତିକରତା, ଅଇ, ଓଜନ ବୃଦ୍ଧି ଏବଂ ଶାରୀରିକ ସମନ୍ୱୟର ଅଭାବ ହୋଇପାରେ ।[୭] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହତ୍ୟା କିମ୍ବା ଆତ୍ମହତ୍ୟା ଚିନ୍ତାଧାରା, ଔଷଧ ପ୍ରତିକ୍ରିୟା ସ‌ହିତ ଇଓସିନୋଫିଲିଆ ଏବଂ ସିଷ୍ଟମିକ୍ ଲକ୍ଷଣ (DRESS) ଏବଂ ଅପବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୪] ଏହା ଲେଭୋନରଜେଷ୍ଟ୍ରଲ୍ ଗ୍ରହଣ କରୁଥିବା ଜନ୍ମ ନିୟନ୍ତ୍ରଣର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୮] ଏହା ଆମ୍ପା ରିସେପ୍ଟରକୁ (α-amino-3-hydroxy-5-methyl-4-isoxazolepropionic acid receptor, also known as AMPA receptor) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୯]

୨୦୧୨ ମସିହାରେ ଆମେରିକାରେ ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ପେରାମପାନେଲ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬][୪] ଯୁକ୍ତରାଷ୍ଟ୍ରରେ ଏହାର ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାରେ ପ୍ରାୟ ୧୦୦୦୦ ଡଲାର ଥିଲା ।[୧୦] ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ‌ଦ୍ୱାରା ଏହା ଏକ ସିଡ୍ୟୁଲ୍ ତୃତୀୟ ନିୟନ୍ତ୍ରିତ ପଦାର୍ଥ ଭାବରେ ବିବେଚିତ ଅଟେ ।[୪]

ଆଧାର[ସମ୍ପାଦନା]

  1. "AusPAR: Perampanel hemisesquihydrate". Therapeutic Goods Administration (TGA). 10 May 2021. Archived from the original on 13 June 2021. Retrieved 12 June 2021.
  2. https://www.ebs.tga.gov.au/servlet/xmlmillr6?dbid=ebs/PublicHTML/pdfStore.nsf&docid=52B9101BC60D00B2CA25867E003CC743&agid=(PrintDetailsPublic)&actionid=1[permanent dead link]
  3. "TGA eBS - Product and Consumer Medicine Information Licence". Archived from the original on 2021-06-13. Retrieved 2021-09-13.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Fycompa- perampanel tablet Fycompa- perampanel suspension". DailyMed. Archived from the original on 13 June 2021. Retrieved 12 June 2021.
  5. Yang X, Wu TC, Yuxin MA, Lee JY, Bhattaram VA, Mehta MU. "U.S. FDA Clinical Pharmacology Review. Fycompa (perampanel)" (PDF): 25. Archived (PDF) from the original on 2017-05-06. Retrieved 2021-09-13. {{cite journal}}: Cite journal requires |journal= (help)
  6. ୬.୦ ୬.୧ "Fycompa". Archived from the original on 19 October 2021. Retrieved 27 October 2021.
  7. ୭.୦ ୭.୧ ୭.୨ "Perampanel Monograph for Professionals". Drugs.com (in ଇଂରାଜୀ). Archived from the original on 13 June 2021. Retrieved 27 October 2021.
  8. "Perampanel (Fycompa) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 27 October 2021.
  9. Chong DJ, Lerman AM (April 2016). "Practice Update: Review of Anticonvulsant Therapy". Current Neurology and Neuroscience Reports. 16 (4): 39. doi:10.1007/s11910-016-0640-y. PMID 26984292.
  10. "Fycompa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 27 October 2021.