ପୂର୍ଣ୍ଣଚ୍ଛେଦ
Jump to navigation
Jump to search
ପୂର୍ଣ୍ଣଚ୍ଛେଦ (ପୂର୍ଣ୍ଣବିରାମ ଓ ଦେଶଜ ବ୍ୟବହାରରେ ପୂର୍ଣ୍ଣଛେଦ ନାମରେ ଜଣା) କୌଣସି ଲେଖାକୁ ପଢ଼ିଲା ବେଳେ ପଢ଼ା ଅଧିକ ସମୟ ଧରି ସ୍ଥଗିତ ରଖିବା ପାଇଁ ବ୍ୟବହୃତ ଏକ ଓଡ଼ିଆ ସୁଚକ ଚିହ୍ନ । ଏହାର ସମାନ କାମ ଇଂରାଜୀରେ ଏକ ବିନ୍ଦୁ (.) ହୋଇଥାଏ ଓ ଫୁଲଷ୍ଟପ ବା ପିରିୟଡ଼ ନାମରେ ପରିଚିତ ।[୧]
ବ୍ୟତ୍ପୁତ୍ତି[ସମ୍ପାଦନା]
ଏହା ଏକ ବିଶେଷ୍ୟ । ଦୁଇଟି ଶବ୍ଦ ପୂର୍ଣ୍ଣ (ପୂରା) ଓ ଛେଦ (କଟା ହେବା) ସନ୍ଧିଦ୍ୱାରା ମିଳିତ ହୋଇ ଏହି ଶବ୍ଦ ତିଆରି କରିଛନ୍ତି ।
ଆଧାର[ସମ୍ପାଦନା]
- ↑ ପ୍ରହରାଜ, ଗୋପାଳଚନ୍ଦ୍ର (1931–1940). ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. କଟକ: ଉତ୍କଳ ସାହିତ୍ୟ ପ୍ରେସ. Retrieved 10 September 2020.CS1 maint: date format (link)
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |